ଜିଲ୍ଲା ପରିଷଦ ଆଇନରେ ସଂଶୋଧନ
ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଆଇନରେ ସଂଶୋଧନ କରାଯାଇଛି । ଏଣିକି ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷ ନିର୍ବାଚନ ବେଳେ ରାଜନୈତିକ ଦଳ ନିଜର ପ୍ରାଧିକୃତ ପ୍ରତିନିଧି ନିଯୁକ୍ତ କରି ସେମାନଙ୍କ ନାଁ ଦେବେ ।!-->…