ୟୁଟ୍ୟୁବ କଲା ନିୟମର ଉଲ୍ଲଙ୍ଘନ, ଜରିମାନା ଦେବ ୧୪୨ କୋଟି
ୟୁଟ୍ୟୁବ ବିରୋଧରେ ନିୟମ ଉଲ୍ଲଙ୍ଗନ ଅଭିଯୋଗ । ଏଥିପାଇଁ ୟୁଟ୍ୟୁବର ମୂଳ କମ୍ପାନୀ ଗୁଗଲ ଦେବ ୧୪୨ କୋଟି ଟଙ୍କା ଜରିମାନା ।
ସୂଚନାଅନୁସାରେ କିଛି ପ୍ରାଇଭେସି ଗ୍ରୁପ୍ ୟ୍ୟୁଟ୍ୟୁବ୍ ବିରୋଧରେ ଶିଶୁ ଗୋପନୀୟତା ନିୟମ ଉଲ୍ଲଙ୍ଘନ ଅଭିଯୋଗ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ ୟୁଟ୍ୟୁବ୍ ୧୩…