Odia News Portal
Browsing Tag

youtube

୧୮ ଭାରତୀୟ, ୪ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କଲେ ସରକାର

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଇଟି ନିୟମ ୨୦୨୧ ଅନୁଯାୟୀ ୨୨ ଟି ୟୁଟ୍ୟୁବ ଚ୍ୟାନେଲ, ତିନୋଟି ଟ୍ୱିଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ନ୍ୟୁଜ ୱେବସାଇଟକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି। ବ୍ଲକ୍ ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ମୋଟ ୨୬୦ କୋଟି ଭିୟୁରସିପ ଥିଲା | ଏହି

ୟୁଟ୍ୟୁବରେ ପାଠ ପଢ଼ିବେ +୨ ଛାତ୍ର ଛାତ୍ରୀ

ଭୁବନେଶ୍ୱର: ୟୁଟ୍ୟୁବ୍ରେ ପାଠ ପଢିବେ ଏକାଦଶ ଓ ଦ୍ଵାଦଶ। ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ୟୁଟ୍ୟୁବ୍ରେ ପାଠ ପଢା ଯାଉଥିଲା। ଏହା ସଫଳ ହେବା ପରେ ଏବେ ଯୁକ୍ତ ୨ ପିଲାଙ୍କୁ ୟୁଟ୍ୟୁବ୍ରେ ପାଠ ପଢାଯିବା ପାଇଁ ନିଷ୍ପତ୍ତି ନେବାକୁ ଯାଉଛି ଗଣଶିକ୍ଷା ବିଭାଗ। ଯେଉଁ

ୟୁଟ୍ୟୁବରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା କଟକଣା ଲାଗି ସ୍କୁଲ ଖୋଲିବାରେ ବିଳମ୍ବ ହେଉଛି । ତେବେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନଲାଇନରେ କ୍ଲାସ କରାଯାଇଛି । ଏବେ ୟୁଟ୍ୟୁବରେ ପାଠ ପଢ଼ିବେ ଛାତ୍ର ଛାତ୍ର । ପ୍ରଥମେ ଦଶମ, ନବମ ଓ ପରେ ଦ୍ୱାଦଶ ଆଉ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ

ଆସନ୍ତା ୧୭ରୁ ୟୁଟ୍ୟୁବରେ ନବମ ଓ ଦଶମ ପିଲାଙ୍କୁ ଶିକ୍ଷାଦାନ

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ୟୁଟ୍ୟୁବରେ ଦିଆଯିବ ଶିକ୍ଷାଦାନ । ଦିନ ୧୦ଟାରୁ ଅପରାହ୍ନ ୧ ଯାଏଁ ପାଠ ପଢ଼ିବେ ପିଲା । ସମସ୍ତ ଜିଲ୍ଲାର ଡିଇଓ ମାନଙ୍କୁ ବିଷୟ ସ୍ଥିର କରିବାକୁ କୁହାଇଛି । ଆସନ୍ତା ୧୮ରେ ଏନେଇ ୩୦