ଶୀତରେ ବି ବ୍ୟବହାର କରିପାରିବେ ୱାଇପସ୍
କୌଣସି ଠାରେ ବି ଆପଣ ଫ୍ରେସ ହେବା ପାଇଁ କିମ୍ବା ଚେହେରାକୁ ସଫା କରିବା ପାଇଁ ଫେସ ୱାଇପ୍ସ ବ୍ୟବହାର କରିଥାଆନ୍ତି । ଏହା ସହ ଚେହେରାରେ ଚମକ ଆଣିବା ପାଇଁ ବି ଏହା ଖୁବ ସହାୟକ ହୋଇଥାଏ । କିନ୍ତୁ ଅଧିକାଂଶଙ୍କର ଧାରଣା ଥାଏ ଫେସ ୱାଇପ୍ସକୁ କେବଳ ମାତ୍ର ଗରମ ଦିନ ମାନଙ୍କରେ ହିଁ ବ୍ୟବହାର!-->…