ଶୀତ ଦିନିଆ ପରିବା ଓ ଉପକାରିତା –
ଶୀତ ଦିନରେ ଲୋକେ ନିଜ
ଖାଦ୍ୟକୁ ନେଇ ଖୁବ ସତର୍କ ଥାନ୍ତି । ଏହି ଦିନରେ ହିଁ ବିଶେଷ କରି ଗରମ ଓ ଭିନ୍ନ ଖାଦ୍ୟ
ଖାଇବାକୁ ଅଧିକ ଇଚ୍ଛା ହୋଇଥାଏ । ଏହି ସମୟରେ ବିଭିନ୍ନ ପ୍ରକାରର ପନିପରିବା ଏବଂ ବହୁ ପ୍ରକାରର ଫଳ ମଧ୍ୟ ମିଳିଥାଏ । ଆହୁରି ମଧ୍ୟ ଏହି
ସମୟରେ ହିଁ ବିଭିନ୍ନ!-->!-->!-->…