Odia News Portal
Browsing Tag

winter season in odisha

୧୦ ଡିଗ୍ରୀ ତଳେ ୧୧ ଟି ସ୍ଥାନର ତାପମାତ୍ରା

ଓଡ଼ିଶାର ୧୧ଟି ସ୍ଥାନରେ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ ରହୁଛି ବୋଲି ଜଣାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ଫୁଲବାଣୀ ସବୁଠୁ ଥଣ୍ଡା ସହର । ଏଠାକାର ତାପମାତ୍ର ଥିଲା ୬.୫ ଡିଗ୍ରି ସେଲସିଅସ୍। କଟକରେ ୧୧.୬ ଓ ଭୁବନେଶ୍ୱରରେ ୧୨.୪ ଡିଗ୍ରି ସେଲସିଅସ୍

ଥରୁଛି ରାଜଧାନୀ

ଭୁବନେଶ୍ବର ସମେତ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରି ସେଲସିୟସ ତଳେ ରହିଛି। ମିଳିଥିବା ତଥ୍ୟ ଅନୁସାରେ, ଶନିବାର ରାତିରେ ଏଠାରେ ତାପମାତ୍ରା ୧୧.୧ ଡିଗ୍ରି ଥିବାବେଳେ ରବିବାର ରାତିରେ ସର୍ବନିମ୍ନ ତାପମାତ୍ରା ୯.୯ ଡିଗ୍ରିରେ ପହଞ୍ଚିଥିଲା। ଜାଡ଼ରେ ଥରିଥିଲେ ଲୋକେ। ସନ୍ଧ୍ୟା ହେବା…

ଶୀତ ସହ ଘନ କୁହୁଡି, ଜନଜୀବନ ଅସ୍ତବ୍ୟସ୍ତ

ଜାଡରେ ଥରୁଛି ସାରା ଓଡ଼ିଶା। ବିଶେଷକରି କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଦାରିଙ୍ଗବାଡି, ବାଲିଗୁଡ଼ା ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ଖସିବାରେ ଲାଗିଛି। ଫୁଲବାଣୀରେ ତାପମାତ୍ରା ୭ଡିଗ୍ରୀ ତଳକୁ ଖସିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସକାଳ ୧୦ଟା ପୂର୍ବରୁ ଘରୁ ବାହାରିବା…