୩ ରୁ ବର୍ଷାରେ ଭିଜିବ ଓଡିଶା,ପୁଣି ବଢିବ ଜାଡ
ଏବେ ରାଜ୍ୟରେ କମିଛି ଶୀତ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାତ୍ରି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ। ବଙ୍ଗୋପସାଗର ମଧ୍ୟରୁ ପ୍ରବାହିତ ଉଷ୍ଣ-ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାତ୍ରି ତାପମାତ୍ରା ବଢିବା ସହ ଶୀତ କମିଛି। ଏପଟେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୩!-->…