ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ
ଜଟଣୀ: ସାତ ଜନ୍ମଲାଗି ସାଥୀ ହୋଇ ରହିବାକୁ ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲେ । ମାତ୍ର ଗୋଟିଏ ଜନ୍ମ ଅଧା ନହେଉଣୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ସାମାନ୍ୟ କଥାକଟିରୁ ହତ୍ୟା ଅଭିଯୋଗ । ଋଣ କିସ୍ତି ଶରଗ୍ଦଗ୍ଦକ୍ଟ ନପାରିବାକ କଥାରୁ ସ୍ତ୍ରୀକୁ ଧରୁଆ ଅସ୍ତ୍ରରେ କାଟିଦେଲା ସ୍ୱାମୀ ।!-->…