ହ୍ୱାଟ୍ସ ଆପରୁ ଭୁଲରେ ମେସେଜ ଡିଲିଟ ହେଇଯାଇଛି କି ? ଜାଣନ୍ତୁ କେମିତି କରିବେ ରିଷ୍ଟୋର…
ଆଜିକା ତାରିଖରେ ଭାରତରେ ପ୍ରାୟ ୨୦ କୋଟିରୁ ଅଧିକ ଲୋକ ହ୍ୱାଟ୍ସ ଆପ ବ୍ୟବହାର କରୁଛନ୍ତି | ହ୍ୱାଟ୍ସ ଆପ ଯେ କେବଳ ଗୋଟେ ସୋସିଆଲ ମିଡ଼ିଆ ଆପ ତା ନୁହେଁ | ବରଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ ଅଂଶ ହୋଇସାରିଲାଣି| ହ୍ୱାଟ୍ସ ଆପ ଜରିଆରେ ଆମେ ଆମର ଗୁରୁତ୍ୱପୂର୍ଣ ଡକ୍ୟୁମେଣ୍ଟ,!-->…