Odia News Portal
Browsing Tag

westbengal

ଟିଏମସିରେ ମିଶିଲେ ଲିଆଣ୍ଡର ପେସ୍

କୋଲକାତା: ପଶ୍ଚିମବଙ୍ଗରେ ଅଧିକ ବଳଶାଳୀ ହେବାକୁ ଲାଗିଛି ଟିଏମସି । ମମତା ବାନାର୍ଜୀଙ୍କ ନେତୃତ୍ୱରେ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବହୁ ନେତା ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଉଛନ୍ତି । ତେବେ ଆଜି ପୁଣି ଜଣେ ଷ୍ଟାର ଟିଏମସିରେ ସାମିଲ ହୋଇଛନ୍ତି । ଭାରତୀୟ ଟେନିସ ଖେଳାଳୀ

ବିପୁଳ ଭୋଟରେ ଜିତିଲେ ମମତା

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ବିପୁଳ ଭୋଟରେ ଜିତିଛନ୍ତି ମମତା ବାନାର୍ଜୀ । ୫୮ ଜହାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ଦିଦି । ବିଜେପି ପ୍ରାର୍ଥୀ ପ୍ରିୟଙ୍କାଙ୍କୁ ସେ ଶୋଚନୀୟ ଭାବେ ପରାଜିତ କରିଛନ୍ତି । ୨୧ ରାଉଣ୍ଡର ଗଣତି ପରେ ମମତା ବିଜୟୀ ହୋଇଛନ୍ତି । ଆନୁଷ୍ଠନିକ ଭାବେ

ଭବାନୀପୁର ଆସନରେ ଦିଦି ଆଗରେ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ବାହାରୁଛି । ଟିଏମସି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ତେବେ ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ମମତା ଆଗରେ ରହିଛନ୍ତି । ସେ ବିଜେପି ପ୍ରାର୍ଥୀ

ପାଚେରୀ ଭାଙ୍ଗିଲା ପଶ୍ଚିମବଙ୍ଗ

ବାଲେଶ୍ୱର: ନିର୍ମାଣାଧୀନ ପାଚେରିକୁ ପଶ୍ଚିମବଙ୍ଗ ପ୍ରଶାସନ ଭାଙ୍ଗିଥିବାର ଖବର ମିଳିଛି। ୫୦ଫୁଟରୁ ଅଧିକ ଓଡ଼ିଶା ଭିତରକୁ ପଶ୍ଚିମବଙ୍ଗ ପ୍ରଶାସନ ଧସେଇ ପଶି ପାଚେରି ଗଢିବା ଘଟଣାର ଖବର ପ୍ରସାରଣ ହେବାପରେ ପାଚେରୀ ଭାଙ୍ଗି ଦେଇଛି ପଶ୍ଚିମବଙ୍ଗ ପ୍ରଶାସନ। ସୂଚନା ମୁତାବକ ଚଳିତ ମାସ ୭

ମମତାଙ୍କୁ ଭେଟିଲେ ବାବୁଲ ସୁପ୍ରିୟୋ, ଭେଟଘାଟ ପରେ ଏମିତି କହିଲେ ବାବୁଲ

କୋଲାତାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ନିକଟରେ ଟିଏମସିରେ ଯୋଗଦେଇଥିବା ବାବୁଲ ସୁପ୍ରିୟୋ । ଟିଏମସିରେ ଯୋଗ ଦେବା ପରେ ସେ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସହ ଏକ ମ୍ୟୁଜିକାଲ ମିଟିଂ କରିଛନ୍ତି । ଖବର ଅନୁଯାୟୀ ବାବୁଲ ସୁପ୍ରିୟୋ ତୃଣମୂଳ କଂଗ୍ରେସରେ

ଓଡ଼ିଶାରେ ପୁଣି ପଶ୍ଚିମବଙ୍ଗର ଦାଦାଗିରି

ବାଲେଶ୍ୱର: ଆନ୍ଧ୍ର ପରେ ପରେ ପୁଣିଥରେ ଓଡ଼ିଶାରେ ଦାଦାଗିରି ଆରମ୍ଭ କରିଛି ପଶ୍ଚିମବଙ୍ଗ । ସୀମାନ୍ତରେ ତିଆରି କରିଛି ପାଚେରୀ । ଉଦୟପୁର ବେଳାଭୂମିରେ ଦ୍ଵିତୀୟ ଥର ପାଇଁ ପାଚେରୀ ନିର୍ମାଣ କାର୍ୟ୍ୟ କରୁଥିଲା ପଶ୍ଚିମବଙ୍ଗ। ସେଠାରେ ୧୪୪ ଧାରା ବଳବତ୍ତର ଥିଲେ ମଧ୍ୟ ପୁଣି ଜବରଦସ୍ତ

ଟିଏମସିରେ ଯୋଗ ଦେବା ପରେ ଏମିତି କହିଲେ ବାବଲ ସୁପ୍ରିୟୋ

କୋଲକାତା: ଶନିବାର ଟିଏସିରେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । କିଛିଦିନ ପୂବେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ବାବୁଲ ସୁପ୍ରିୟୋ । ଟିଏମସିରେ ଯୋଗଦେବା ପରେ ବାବୁଲ କହିଛନ୍ତି କି, ମୋତେ କେବଳ ବେଞ୍ଚରେ ବସିବା ପସନ୍ଦ ନୁହଁ ତେଣୁ ମୁଁ ଦଳରୁ ଇସ୍ତଫା ଦେଇଛନ୍ତି

ସତ୍ୟପାଠ ଦାଖଲ କଲେ ମମତା, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଦିଦି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପନିର୍ବାଚନ ଲାଗି ଗତକାଲି ନାମାଙ୍କନ ଭରିଥିବା ବେଳେ ଆଜି ସତ୍ୟପାଠ ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲ ସମୟରେ ସେ ସତ୍ୟପାଠରେ ନିଜ ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସତ୍ୟପାଠ ଅନୁଯାୟୀ ତାଙ୍କ ପାଖରେ ନଗଦ ୬୯, ୨୨୫

ଦିଦି ଭରିଲେ ନାମାଙ୍କନ

କୋଲକାତା: ନାମାଙ୍କନ ଭରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ୩୦ ତାରିଖରେ ହେବାକୁ ଥିବା ଉପନିର୍ବାଚନ ଲାଗି ପ୍ରର୍ଥୀପତ୍ର ଦାଖଲକରିଛନ୍ତି ଦିଦି । ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ ମମତା । ତେବେ ଆଜି ଉପନିର୍ବାଚନ ଲାଗି ନାମାଙ୍କନ ଭରିଛନ୍ତି । ଏହି

ମମତାଙ୍କୁ ଟାର୍ଗେଟ କରିବେ ପ୍ରିୟଙ୍କା

କୋଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନ ଦିନ ଯେତିକି ପାଖଉଛି ନିର୍ବଚନୀ ମଇଦାନ ସେତିକି ସରଗରମ ହେବାରେ ଲାଗିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରୁ ଉପନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ । । ସେହିପରି