ବୁଧବାର କରନ୍ତୁ ବିଘ୍ନହର୍ତ୍ତାଙ୍କ ଉପାସନା,ଘରକୁ ଫେରିବ ସୁଖ ସମୃଦ୍ଧି
ସପ୍ତାହର ଗୋଟିଏ ଦିନ ବୁଧବାର ଯାହା ଭଗବାନ ଗଣେଶଙ୍କ ବାର ଅଟେ ।
ଭଗବାନ ଶ୍ରୀ ଗଣେଶ ସମସ୍ତ ଦୁଃଖର ହରଣ କରନ୍ତି । ହିନ୍ଦୁ ଧର୍ମରେ କୌଣସି ପୂଜା ଆରମ୍ଭ କରିବା
ପୂର୍ବରୁ ପ୍ରଥମେ ଗଣେଶଙ୍କର ପୂଜା କରାଯାଏ । ଯଦି ଆପଣଙ୍କର କୁଣ୍ଡଳୀରେ ବୁଧଗ୍ରହ ଅଶୁଭ
ସ୍ଥିତିରେ ଥାଏ , ତେବେ ତାହାର!-->!-->!-->…