Odia News Portal
Browsing Tag

vote-counting

ଆରମ୍ଭ ହେଲା ଭୋଟ୍ ଗଣତି

ଆରମ୍ଭ ହେଲା ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ପରେ ଖୋଲିବ ଇଭିଏମ । ରାଜ୍ୟର ୫୮ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାର ନବଗଠିତ ଧାମନଗର ଏନଏସିରେ ଭୋଟ ଗଣତି ହେବ ନାହିଁ ।

ଖୋଲିବ ଷ୍ଟ୍ରଙ୍ଗରୁମ୍, ଗଣାହେବ ବାଲାଟ

କିଏ ମାରିବ ପଞ୍ଚାୟତ ବାଜି? କିଏ ଜିତିଛି ଜନତାଙ୍କ ଦିଲ୍ । କାହାକୁ ୫ ବର୍ଷ ପାଇଁ ସାଥି କରିଛନ୍ତି ଭୋଟର । ଆଉ କିଛି ସମୟ ପରେ ଖୋଲିବ ଷ୍ଟ୍ରଙ୍ଗରୁମ୍ ଗଣାହେବ ବାଲାଟ । ୮ ଟାରୁ ଆରମ୍ଭ ହେବ ପଞ୍ଚାୟତ ଭୋଟ୍ ଗଣତି । ଆଜିଠୁ ୩ ଦିନ ଧରି ଭୋଟ ଗଣତି କରାଯିବ । ଆଜି ୩୧୪ ବ୍ଲକରେ ୩୧୫ ଜିଲ୍ଲା

ଭୋଟ ଗଣତି ପାଇଁ କଠୋର ନିୟମ

ନୂଆଦିଲ୍ଲୀ : ଗତକାଲି ନିର୍ବାଚନ କମିଶନର ବିଜୟ ଶୋଭାଯାତ୍ରା ଉପରେ କଟକଣା ଉପରେ ରୋକ୍ ଲଗାଇଥିବାବେଳେ ଆଜି ପୁଣି ନିୟମ କଡ଼ାକଡି କରିଛନ୍ତି । ମେ ୨ରେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ଘୋଷଣା ହେବ। ଯଦି ବିଧାୟକ ପ୍ରାର୍ଥୀ ଭୋଟ୍ କାଉଣ୍ଟିଂ ସେଣ୍ଟରରେ

ମଧ୍ୟାହ୍ନ ୧୨ ସୁଦ୍ଧା ସର୍ବଶେଷ ଖବର

ଭୁବନେଶ୍ବର()  ଦିନ ୧୨ଟା ସୁଦ୍ଧା ଅବଗତ ହୋଇଥିବା ଟ୍ରେଣ୍ଡ ଅନୁସାରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରତିଦ୍ୱନ୍ଦିତା ଜାରି ରହିଥିବା ଦେଖିବାକୁ ମିଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି। ସୂଚନା ମୁତାବକ ବିଜେଡି ୮୯ଟି ବିଧାନସଭା ଆସନରେ ଆଗୁଆ…

ଭୋଟ ଗଣତିର ସର୍ବଶେଷ ସୂଚନା

ଭୁବନେଶ୍ୱର()  ମତଦାନ ଗଣତି ଚାଲିଥିବା ବେଳେ ୧୦.୫୦ ସୁଦ୍ଧାରେ ସର୍ବଶେଷ ଖବର ଦେଇଛନ୍ତି ନିର୍ବାଚନ ଅଧିକାରୀ । ସୂଚନା ଅନୁସାରେ ଲୋକସଭାର ୨ଟି ଆସନ ଯଥା କେନ୍ଦ୍ରାପଡା ଏବଂ କଟକ ଆସନ ଛଡା ବାକି ୧୯ ଟି ଆସନର ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ । ବିଜେଡି ୧୨ଟି ଆସନରେ ଆଗୁଆ ଥିବାବଳେ…