ଜଣେ ପ୍ରେମିକଙ୍କୁ ଦୁଇ ପ୍ରେମିକା, ରାସ୍ତା ମଝିରେ ଟଣାଓଟରା
ଲକ୍ଷ୍ନୌ: ଜଣେ ଯୁବକ ପାଇଁ ଦୁଇ ଯୁବତୀ ପିଟାପିଟି। ଉଭୟେ କହୁଛନ୍ତି ଯୁବକ ଜଣକ ତାଙ୍କ ପ୍ରେମିକ। ଜଣେ ପ୍ରେମିକଙ୍କ ପାଇଁ ବିଚ୍ ରାସ୍ତାରେ ଦୁଇ ପ୍ରେମିକା ମାରପିଟ୍ ଲାଗୁଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହି!-->…