ରୂଣ ସୁଝିବେ ମାଲ୍ୟା କିନ୍ତୁ ସୁଧ ନୁହେଁ ଅଧିକ ଜାଣନ୍ତୁ…
ବ୍ୟାଙ୍କରୁ ଟଙ୍କା ନେଇ ଭାରତରୁ ଚୁଲି ପଳାଇଥିବା ମଦ ସମା୍ରଟ ବିଜୟ ମାଲ୍ୟା ଟ୍ୱିଟ ଯୋଗେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ବ୍ୟାଙ୍କର ରୂଣ ଫେରସ୍ତ କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ହେଲେ ସେ ରୂଣର ସୁଧ ଦେଇପାରିବେ ନାହିଁ ସ୍ପଷ୍ଟ କରିଛନ୍ତି ।
ବିଜୟ ମାଲ୍ୟା ନିଜେ ବୁଧବାର ଦିନ…