ଏଣିକି ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ଭର୍ଚ୍ଚୁଆଲ ନୁହେଁ ଫିଜିକାଲ ଶୁଣାଣି
ନୂଆଦିଲ୍ଲୀ: କମୁଛି କରୋନା କାୟା । ଲକଡାଉନ ହୋଇଥିବା ବିଭିନ୍ନ ରାଜ୍ୟରେ ବି ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରୁଛି । ଏସବୁକୁ ନଜରରେ ରଖି ଏବେ ସୁପ୍ରିମକୋର୍ଟରେ ବି ଭର୍ଚ୍ଚୁଆଲ ଶୁଣାଣି ଶେଷ କରାଯିବ । ସେପ୍ଟେମ୍ବର ପହିଲାରୁ ଆଗ ଭଳି ଚାଲିବ ସୁପ୍ରିମ କୋର୍ଟ । ଅଦାଲତର ଜଣେ ବରିଷ୍ଠ!-->…