ମାର୍ଚ୍ଚ ୧୬ରୁ ୧୨-୧୪ ବର୍ଷ ବୟସର ପିଲାଙ୍କୁ ଦିଆଯିବ ଟିକା
ଦେଶରେ ୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ମାର୍ଚ୍ଚ ୧୬ରୁ ଟିକା ଦିଆଯିବ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସୂଚନାନୁସାରେ, ୧୨ ରୁ ୧୪ ବର୍ଷ ବୟସର ପିଲାଙ୍କୁ ବାୟୋଲୋଜିକାଲ- ଇ କମ୍ପାନୀର ‘କୋର୍ବୋଭାକ୍ସ’ ଟିକା ଦିଆଯିବ!-->…