ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଅନୁଗୁଳରେ ଚାଲିଲା ରାହାଗିରି
ଆଜି ଅନୁଗୁଳ ଜିଲ୍ଲା ପାଳୁଛି ଜିଲ୍ଲା ପ୍ରତିଷ୍ଠା ଦିବସ। ଏହି ଅବସରରେ ଜିଲ୍ଲାରେ ଆୟୋଜିତ ହୋଇଥିଲା ରାହାଗିରି ବା ପଥ ଉତ୍ସବ । ଅନୁଗୁଳରେ ଆରମ୍ଭ ହୋଇଛି ରାହାଗିରି। ରାସ୍ତା ଉପରେ ନାଚ, ଗୀତ, ଖେଳର ଆସର ଜମିଥିଲା। ଆଉ ଚାଲିଥିଲା ମନୋରଞ୍ଜନ। ଝୁମିଲେ ଅନୁଗୁଳ ବାସିନ୍ଦା।
ଉତ୍କଳ ଦିବସ ଓ!-->!-->!-->…