Odia News Portal
Browsing Tag

utarakhanda

ଉତ୍ତରାଖଣ୍ଡ ଜଳ ପ୍ରଳୟ, ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି

ଉତ୍ତରାଖଣ୍ଡ : ଭୟଙ୍କର ବନ୍ୟାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ ହୋଇପଡ଼ିଛି। ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୪ରେ ପହଁଚିଲାଣି । ଏବେବି ଅନେକ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜା ଚାଲିଛିା ସେପଟେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ରାଜ୍ୟପାଳ

ଡେରାଡୁନ୍: ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣି ମୌର୍ୟ୍ୟ ଇସ୍ତଫା ଘୋଷଣା କରିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହଲ ବେଶ ସରଗରମ ହୋଇ ଉଠିଥିଲା । ତାଙ୍କର ଇସ୍ତଫା ପତ୍ରକୁ ଅନୁମୋଦନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଥିବାର ସୂଚନା ମିଳିଛି ।

କେଜ୍ରିୱାଲଙ୍କ ବିଦ୍ୟୁତ ରାଜନୀତି, ଉତ୍ତରାଖଣ୍ଡରେ ସରକାର ଆସିଲେ ୩୦୦ ୟୁନିଟ ମାଗଣା

ଡେରାଡୁନ୍‌: ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରାଜ୍ୟବାସୀଙ୍କୁ ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରତିଶ୍ରୃତି ଦେଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ଭଳି ଏଠାରେ ଯଦି ଆପ ସରକାର ଆସେ ତେବେ ବିଜୁଳି ମାଗଣା ଦେବା ଲାଗି ସେ କହିଛନ୍ତି । ୩୦୦

ତ୍ତଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂ ଧାମି

ଡେରାଡୁନ୍‌: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଯୁବ ନେତା ପୁଷ୍କର ସିଂ ଧାମି । ଉତ୍ତରାଖଣ୍ଡର ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ମନ୍ତ୍ରୀ ମଣ୍ଡଳର ଦୁଇଜଣ ନେତା ସତପାଲ ମହାମାଜ ଓ ହରକ ସିଂ ଶପଥ ଗ୍ରହଣ କରିଛନ୍ତି । ଏହି

କିଏ ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ଏହାର ଚିତ୍ର ଶନିବାର ବିଜେପି ବିଧାୟକ ଦଳ ବୈଠକରେ ସ୍ପଷ୍ଟ ହେବ। ବର୍ତ୍ତମାନର ସମୀକରଣ ହିସାବରେ ବିଧାୟକଙ୍କ ମଧ୍ୟରୁ କାହାକୁ ଜଣେ ମୁଖ୍ୟମନ୍ତ୍ରୀ କରାଯିବା ସୁନିଶ୍ଚିତ। ମୁଖ୍ୟମନ୍ତ୍ରୀ ପଦ ଦୌଡରେ ସର୍ବାଗ୍ରେ ଅଛନ୍ତି