୧୦୬ ଦୋକାନ ଗୃହ ବାଣ୍ଟିଲେ ମନ୍ତ୍ରୀ ପ୍ରତାପ ଜେନା
କଟକ: ୧୦୬ ଦୋକାନ ଗୃହ ବଣ୍ଟନ । ସରକାରୀ ଭାବେ ଦୋକାନୀଙ୍କୁ ୧୦୬ଟି ଦୋକାନ ଗୃହ ବଣ୍ଟନ କରାଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଆନୁଷ୍ଠାନିକ ଭାବେ ଏହି ଦୋକାନ ଗୃହ ବଣ୍ଟନ କରିଛନ୍ତି ।
କଟକ ସହର ଭିତରେ ୫ଟି ସ୍ଥାନରେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇ ଥିବା ବେଳେ ସେଠାରେ!-->!-->!-->…