ବଢିପାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛୁଟି ଅବଧି
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ୯ଟା ହେବା ବେଳକୁ ଘରୁ ବାହାରି ହେଉନି। ଡହ ଡହ ଖରାରେ ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛୁଟି ଅବଧି ବଢିପାରେ ବୋଲି ଜଣାପଡ଼ିଛି । ଏ ନେଇ ବିଚାରବିମର୍ଷ ଚାଲିଛି ବୋଲି କହିଛନ୍ତି!-->…