Odia News Portal
Browsing Tag

ukraine

ୟୁକ୍ରେନର ଅନେକ ସହର ଉପରେ ଋଷର ଏୟାରଷ୍ଟ୍ରାଇକ୍‌:ଏବେ ଟାର୍ଗେଟ୍‌ରେ ଆବାସିକ ଅଞ୍ଚଳ

କିଭ୍‌ ଓ ଖାରକିଭ୍‌ ସହରରେ ଋଷର ଆକ୍ରମଣ । ୟୁକ୍ରେନର ଅନେକ ସହର ଉପରେ ଋଷର ଏୟାରଷ୍ଟ୍ରାଇକ୍‌ । କିଭରେ ଟିଭି ଟାଓ୍ୱାର ଋଷ ଆକ୍ରମଣରେ ସମ୍ପୂର୍ଣ୍ଣ ଧ୍ୱଂସ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ହୋଲୋକଷ୍ଟ ମେମୋରିଆଲ ଉପରେ ବି ଋଷର ଆକ୍ରମଣ । ଖାରକିଭରେ ମଧ୍ୟ ଋଷର ପ୍ରଚଣ୍ଡ ଆକ୍ରମଣ ।

ୟୁକ୍ରେନର ଦ୍ୱିତୀୟ ସହର ଖାରକିଭରେ ପଶିଲା ରୁଷିଆ ସେନା

ଚତୁର୍ଥ ଦିନରେ ପହଁଞ୍ଚିଛି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ରୁଷର ହମଲା ଏବେ ବେକାବୁ ହେବାରେ ଲାଗିଛି । ୟୁକ୍ରେନର ରାଜଧାନୀ କିବରେ ଭୟର ବାତାବରଣ ଖେଳିଯାଇଛି । ଏଠାରେ କ୍ରମାଗତ ଭାବେ ସାଇରନ୍ ବାଜୁଛି । ଗ୍ୟାସ୍‌ ପାଇପ୍‌ଲାଇନ୍‌ ନଷ୍ଟ କରି ଦେଇଥିବା କଥା ଆଜି ୟୁକ୍ରେନର ରାଷ୍ଟ୍ରପତି

ଫେରୁଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ର ସରକାର ଜୋରଦାର୍ ପ୍ରୟାସ ଆରମ୍ଭ କରିଛନ୍ତି । ଫସିଥିବା ଭାରତୀୟଙ୍କୁ ରୋମାନିଆରୁ ଆଣୁଥିବା ଏୟାର ଇଣ୍ଡିଆ ବିମାନ ଆଜି ସନ୍ଧ୍ୟା ବେଳକୁ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବ। ଏହି ବିମାନରେ ୨୧୯ ଜଣ ଯାତ୍ରୀ ରହିଥିବା ସୂଚନା।

ୟୁକ୍ରେନରୁ ବାହାରିଲା ସ୍ୱତନ୍ତ୍ର ବିମାନ

ଯୁଦ୍ଧ ଭୂମି ୟୁକ୍ରେନରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ ଛାତ୍ର । ଏମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ୟୁକ୍ରେନରୁ ବାହାରିଛି ଭାରତ ପାଇଁ ସ୍ୱତନ୍ତ୍ର ବିମାନ । ଭାରତୀୟଙ୍କୁ ଫେରାଇ ଆଣିବାକୁ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ସେପଟେ ରାଜଧାନୀ

ଯୁଦ୍ଧର ଦ୍ୱିତୀୟ ଦିନରେ ଋଷର ପ୍ରସ୍ତାବ

ଲଢ଼େଇ ଆରମ୍ଭ ପରେ ବଦଳୁଛି କି ପୁଟିନଙ୍କ ମନ ? ଦୁଇ ଦିନର ଯୁଦ୍ଧରେ ୟୁକ୍ରେନରେ ବିପୁଳ କ୍ଷୟକ୍ଷତି ଘଟାଇଛି ଋଷ । ଋଷ ସେନାର ଘନ ଘନ ଆକ୍ରମଣରେ ଅନେକ ପ୍ରାଣ ହରାଇଛନ୍ତି । ଆକ୍ରମଣ ଏବେବି ଜାରି ରହିଥିବା ବେଳେ ଯୁଦ୍ଧର ଦ୍ୱିତୀୟ ଦିନରେ ୟୁକ୍ରେନ୍ ଆଗରେ ପ୍ରସ୍ତାବ ରଖିଛି ଋଷ । ଋଷ ବୈଦେଶିକ

ଭୟଙ୍କର ହେଲାଣି ଯୁଦ୍ଧ,ଋଷ ଆକ୍ରମଣରେ ୧୩୭ ମୃତ

ସାଂଘାତିକ ହେବାରେ ଲାଗିଛି ଯୁଦ୍ଧ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟିଏ ଦିନ ବିତିଗଲାଣି । ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିଭ୍‌ରେ ଶୁଣିବାକୁ ମିଳିଛି ବିସ୍ଫୋରଣର ଭୟଙ୍କର ଶଦ୍ଦ । ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, କିବର ମଧ୍ୟ ଭାଗରେ ୨ଟି ବିସ୍ଫୋରଣ , ପୂର୍ବ ଭାଗରେ

ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ୍

ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ । ଅଧିକ ଆର୍ଥିକ ପ୍ରତିବନ୍ଧକ ଘୋଷଣା କଲେ ବାଇଡେନ । ୟୁକ୍ରେନ ଯୁଦ୍ଧ ପାଇଁ ଋଷକୁ ବହୁ ମୂଲ୍ୟ ଦେବାକୁ ପଡିବ । ଋଷ ବ୍ୟାଙ୍କ ମାନଙ୍କ ପୁଞ୍ଜି ବାଜ୍ୟାପ୍ତି ହେବ । ଏସବୁ ପଦକ୍ଷେପ G-7 ଓ ଅନ୍ୟ ସହଯୋଗୀ ରାଷ୍ଟ୍ର ନେବେ । ପୁଟିନ ଯୁଦ୍ଧ ଆରମ୍ଭ କଲେ, ସେ

କାହିଁକି ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷିଆ

ନାଟୋ ଓ ୟୁରୋପୀୟ ୟୁନିଅନରେ ୟୁକ୍ରେନର ସାମିଲ ହେବା ଉଦ୍ୟମକୁ ଦୀର୍ଘବର୍ଷ ଧରି ବିରୋଧ କରି ଆସୁଛି ଋଷିଆ । ଋଷିଆର ଯୁକ୍ତି ହେଉଛି, ଏହାଦ୍ବାରା ୟୁକ୍ରେନ ୟୁରୋପୀୟ ରାଷ୍ଟ୍ରଗୁଡିକ ହାତରେ ଏକ ଖେଳଣା ହୋଇଯିବ । ନାଟୋ ହେଉଛି 30 ଟି ରାଷ୍ଟ୍ରଙ୍କ ଏକ ସଂଗଠନ, ଯେଉଁଥିରେ ପରପ୍ସର ସାମରିକ ସହାୟତା

ମୋଦୀଙ୍କ ସହାୟତା ଲୋଡିଲା ୟୁକ୍ରେନ

ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ରୁଷର ଆକ୍ରମଣ ଭିତରେ ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତକ୍ଷେପରେ ଅପିଲ କରିଛି ୟୁକ୍ରେନ୍ । ଋଷ ରାଷ୍ଟ୍ରପତିଙ୍କ ସହିତ ଭାରତର ଯେହେତୁ ଭଲ ସମ୍ପର୍କ ରହିଛି ସେଥିପାଇଁ ସହାୟତା ଲୋଡିଛି ୟୁକ୍ରେନ ।

ଋଷ ୟୁକ୍ରେନ ବିବାଦ ୟୁକ୍ରେନ କୁ ସପୋର୍ଟ କରିବ ଆମେରିକା

ଘନେଇଲା ୟୁକ୍ରେନ ବିବାଦ । ଋଷର ମୁକାବିଲା ଲାଗି ଯୁଦ୍ଧଜାହାଜ ଓ ଲଢୁଆ ବିମାନ ପଠାଇଲା ନାଟୋ । ସେପଟେ ୟୁକ୍ରେନ ଛାଡି ନିଜ ଦେଶକୁ ଫେରିଆସିବା ଲାଗି ସମସ୍ତ କୂଟନୀତିଜ୍ଞଙ୍କୁ ନିର୍ଦ୍ଦେଶ ଦେଇଛି ଆମେରିକା । ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନିଶ୍ଚିତ ସୂଚନା କ୍ରମେ ଆମେରିକା ଏହି ନିଷ୍ପତ୍ତି