Odia News Portal
Browsing Tag

turkey earthquake

ତୁର୍କୀ, ସିରିଆରେ ମୃତ୍ୟୁସଂଖ୍ୟା ୪୧ ହଜାର ଟପିଲା, ୭୦ ଲକ୍ଷରୁ ଉର୍ଦ୍ଧ୍ବ ପିଲା ପ୍ରଭାବିତ

ଭୂକମ୍ପର ୧୦ ଦିନ ପରେ ମଧ୍ୟ ତୁର୍କୀ ଏବଂ ସିରିଆରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଏପର୍ଯ୍ୟନ୍ତ ଦୁଇ ଦେଶରେ ୪୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତୁର୍କୀରେ ଏପର୍ଯ୍ୟନ୍ତ ୩୫,୪୧୮ ଲୋକ ପ୍ରାଣ ହରାଇଥିବା ବେଳେ ସିରିଆରେ ୫,୮୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଉଭୟ ଦେଶରେ ରିଲିଫ ଓ

‘ଥ୍ୟାଙ୍କ ୟୁ ଇଣ୍ଡିଆ’ ; ଟୁଇଟରେ କୃତଜ୍ଞତା ଜଣାଇଲେ ତୁର୍କୀ ରାଷ୍ଟ୍ରଦୂତ ସୁନେଲ

ଭୂମିକମ୍ପ ପ୍ରପୀଡ଼ିତ ତୁର୍କୀ ଦେଶକୁ ରିଲିଫ୍ ସାମଗ୍ରୀ ପଠାଇଥିବାରୁ ଆଜି ଭାରତସ୍ଥିତ ତୁର୍କୀର ରାଷ୍ଟ୍ରଦୂତ ଫିରାତ୍ ସୁନେଲ୍ ଭାରତ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।ସାମାଜିକ ଗଣମାଧ୍ୟମ ‘ଟୁଇଟର୍’ରେ ସୁନେଲ୍ ଲେଖିଛନ୍ତି: ଭାରତବାସୀଙ୍କ ତରଫରୁ ଆଉ ଗୋଟାଏ ବ୍ୟାଚ୍ ଜରୁରୀକାଳୀନ ସହାୟତା

ତୁର୍କୀର କରାଳ ରୂପ:ବଢିଚାଲିଛି ମୃତ୍ୟୁ ସଂଖ୍ୟା

ତୁର୍କୀ - ସିରିୟା ବିପର୍ଯ୍ୟୟ ସମସ୍ତଙ୍କୁ ସ୍ତମ୍ଭିଭୂତ କରି ରଖି ଦେଇଛି । ମୃତ୍ୟୁର କରାଳ ରୂପ ନେଇ ଆସିଥିବା ଭୂକମ୍ପ ପ୍ରଭାବରେ ହନ୍ତସନ୍ତ ହେଉଛି ପୁରା ତୁର୍କୀ ଯାହାର ଉଦ୍ଧାର କାର୍ଯ୍ୟ ଏବେ ବି ସରିନି, ହେଲେ ସରୁନି ତୁର୍କୀ ବାସୀଙ୍କ ଦୁଃଖ । ରିପୋର୍ଟ ଅନୁଯାୟୀ, ତୁର୍କୀର

ତୁର୍କୀ ଭୂକମ୍ପ : ଭାରତୀୟ ଉଦ୍ଧାକାରୀ ଦଳରେ ସାମିଲ ହୋଇ ରକ୍ଷାକର୍ତ୍ତା ସାଜିଛନ୍ତି ୪ ସନ୍ଧାନୀ କୁକୁର

ଭୂମିକମ୍ପ ବିଧ୍ବସ୍ତ ତୁର୍କୀରେ ଉଦ୍ଧାର କାର୍ୟ୍ୟ ଚଳାଇଥିବା ଭାରତର ‘ନ୍ୟାସ୍ନାଲ୍ ଡିଜାଷ୍ଟର୍ ରେସ୍ପନ୍ସ୍ ଫୋର୍ସ’ (ଏନ୍ଡିଆର୍ଏଫ୍) କର୍ମଚାରୀଙ୍କ ସହିତ ଚାରିଟିକିଆ ‘ସନ୍ଧାନୀ କୁକୁର ସ୍କ୍ବାଡ୍’ ମଧ୍ୟ ସାମିଲ ହୋଇଛି।‘ସନ୍ଧାନୀ କୁକୁର ସ୍କ୍ବାଡ୍’ରେ ଅଛନ୍ତି ଜୁଲି, ରୋମିଓ, ହନି ଓ

ତୁର୍କୀ ଭୂକମ୍ପରେ ନିଖୋଜ ଭାରତୀୟ ଯୁବକ

ସୋମବାର ଦିନ ତୁର୍କୀ ଦେଶ ଏବଂ ସିରିଆରେ ହୋଇଥିବା ବଡ଼ ଭୂକମ୍ପ ପରେ ତୁର୍କୀରେ ଉତ୍ତରାଖଣ୍ଡର ଜଣେ ୩୬ ବର୍ଷୀୟ ପ୍ଲାଣ୍ଟ ଇଞ୍ଜିନିୟର ନିଖୋଜ ଅଛନ୍ତି । ଦେହାରାଡୁନରେ ରହୁଥିବା ତାଙ୍କ ପରିବାର ବର୍ଗଙ୍କ କହିବା ଅନୁସାରେ ସେ ଏକ ମାସର ଅଫିସ ଟୁର୍ ରେ ଯାଇ ଏହି ମାସ ଶେଷରେ ଫେରିବାକୁ ପ୍ଲାନ