ଜାଣନ୍ତୁ ତୁଳସୀ ପତ୍ରର ଉପକାରିତା
ଭୁବନେଶ୍ୱର: ତୁଳସୀକୁ ହନ୍ଦୁ ଧର୍ମରେ ଏକ ପବିତ୍ର ପଦାର୍ଥ ରୂପେ ମନାଯାଇଥାଏ । ତେବେ ଏହି ତୁଳସୀ ପତ୍ରର ଅନେକ ଗୁଡିଏ ଉପକାରିତା ରହିଛି । ଆଜି ଆମେ ଆପଣଙ୍କୁ ଆମର ଲେଖା ମାଧ୍ୟମରେ ଜଣାଇବୁ ଏହି ତୁଳସୀ ପତ୍ରର କଣସବୁ ରହିଛି ଉପକାରିତା ।
ତୁଳସୀରେ ପ୍ରାକୃତିକ ଔଷଧୀୟ ଗୁଣ ଭରପୂର!-->!-->!-->…