ଜିଏନ୍ସିଟି ଆକ୍ଟ୍ ସଂଶୋଧନ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ‘ଗଭର୍ଣ୍ଣମେଣ୍ଟ୍ ଅଫ୍ ନ୍ୟାସ୍ନାଲ୍ କ୍ୟାପିଟାଲ୍ ଟେରିଟୋରି ଅଫ୍ ଦିଲ୍ଲୀ ଆକ୍ଟ୍ ୨୦୨୧’ ସଂଶୋଧନ ହୋଇଛି । କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଏହି କେନ୍ଦ୍ରଶାସିତ ଅଞ୍ଚଳର ‘ସରକାର’ ହେଲେ ‘ଉପରାଜ୍ୟପାଳ’।
ଜାତୀୟ ସ୍ତରର ଏକ ସମ୍ବାଦ ସରବରାହ!-->!-->!-->…