Odia News Portal
Browsing Tag

tika

ଶାରିରୀକ ଅଚଳ ଓ ଶର୍ଯ୍ୟାଶାୟୀ ଲୋକଙ୍କୁ ଟିକା ପାଇଁ ଆରମ୍ଭ ହେଲା ପଞ୍ଜିକରଣ

ଭୁବନେଶ୍ୱର: ଶର୍ଯ୍ୟାଶୟୀ ଏବଂ ଶାରିରୀକ ଅଚଳ ଲୋକଙ୍କୁ ଟିକା ଦେବା ଲାଗି ଆରମ୍ଭ ହୋଇଛି ପଞ୍ଜିକରଣ । ବିଏସି ପକ୍ଷରୁ କରାଯାଇଛି ଏଭଳି ସୁବିଧା । ଏଯାବତ ୩୦ଜଣ ପଞ୍ଜିକରଣ କରରିଥିବା ଦେଖିବାକୁ ମିଳିଛି । ତେବେ ପଞ୍ଜିକୃତ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଯାଞ୍ଚ କରିବା ପରେ ଟିକା ପ୍ରଦାନ

ଟିକାକରଣ ନେଇ ବାଉଳା କରୁଛି ବିଏମ୍‌ସିି

ବାଚାଳାମି ଦୋଷ ଭୁବନେଶ୍ୱର : ରାଜଧାନୀରେ ଟିକାକରଣ ନେଇ ଲୋକଙ୍କୁ ବାଉଳା କରୁଛି ବିଏମ୍‍ସି । କେତେବେଳେ କହୁଛି ସ୍ଲଟ ଖୋଲିବ ବୁକିଂ କର ତ ଆଉ କେତେବେଳେ କହୁଛି ବିନା ବୁକିଂରେ ଆସ । ଗୋଟିଏ ପଟେ ଟିକା ଅଭାବ କଥା କହୁଥିବାବେଳେ ଅନ୍ୟପଟେ ରାସ୍ତାଘାଟ ବୁଲି ଲୋକଙ୍କୁ ଟିକା ଫୋଡି ଫଟୋ

ଟିକାକୁ ନେଇ ବିଜେପି-ବିଜେଡି କଳି

ଭୁବନେଶ୍ୱର: ଟିକାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଳି ଦେଖାଦେଇଛି । ବିଜେଡି ସାଂସଦ ଅମର ପଟ୍ଟନାୟକ ଗତକାଲି ଗଣମାଧ୍ୟମକୁ ଏକ ପ୍ରତିକ୍ରିୟାରେ କହିଥିଲେ କି କୋଭାକ୍ସିନକୁ ଡବ୍ଲୁଏଚଓ ଅନୁମୋଦନ ନଦେବା କାରଣରୁ ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିବାରେ ବାଧା ଉପୁଜୁଛି । ତେବେ ଏଦିଗରେ

ବିଦେଶ ଯିବାକୁ ଥିବା ଛାତ୍ର ଛାତ୍ରୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ବିଦେଶରେ ପାଠ ପଢ଼ିବା ପାଇଁ ଯିବାକୁ ଥିବା ଛାତ୍ର ଛାତ୍ରୀଙ୍କୁ ଦିଆଯିବ ଟିକା । ଭୁବନେଶ୍ଵର ମହାନଗର ଅଞ୍ଚଳର ଛାତ୍ର-ଛାତ୍ରୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ମାଗଣାରେ ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇବା ସହ ମୋବାଇଲ ଟେଷ୍ଟିଂ ବ୍ୟବସ୍ଥା କରାଯାଉଥିବା

ଭାରତରେ ସିରମ ଇନଷ୍ଟିଚ୍ୟୁଟ୍ ଉତ୍ପାଦନ କରିବ ସ୍ପୁଟିନିକ୍‌-ଭି ଟିକା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଲାଗି ରହିଛି ପ୍ରତିଯୋଗିତା । ଭାରତରେ ଏବେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ତେବେ ସ୍ପୁଟିନିକ୍‌-ଭି ଟିକା ଭାରତରେ ଉତ୍ପାଦନ କରାଯିବା ନେଇ ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଭାରତରେ ସ୍ପୁଟନିକ-ଭି ଟିକା ଉତ୍ପାଦନ କରିବ ସିରମ

ଆପଣ ଜାଣନ୍ତି କି କେମିତି ଡାଉନଲୋଡ କରିବେ କୋଭିଡ ଟିକାକରଣ ସାର୍ଟିଫିକେଟ୍‌

ଭୁବନେଶ୍ୱର: କରୋନା ମହାମାରୀ ବଞ୍ଚିବା ଲାଗି ଦିଆଯାଉଛି ସଞ୍ଜିବନୀ । କରୋନା ଟିକା ନେବା ଲାଗି ଲାଗୁଛି ଲୋକଙ୍କ ଭିଡ । ଏମିତିକି ଟିକା ନେବା ଲାଗି ସ୍ଲଟ ବୁକିଂ କରିବାକୁ ଲାଗୁଛି ପ୍ରତିଯୋଗିତା । ଟିକା ଆଣିବା କ୍ଷଣି ବୁକିଂ କରି ନେଉଛନ୍ତିି ଲୋକେ । ତେବେ ଆପଣମାନେ ଟିକା ନେବା ପରେ କିପରି

ଅଡୁଆରେ ପଞ୍ଜାବ ସରକାର, ଚୁପ୍ ରହିଛନ୍ତି ରାହୁଲ ଗାନ୍ଧୀ

ଅମୃତସର: ଶସ୍ତାରେ ଟିକା କିଣି ଘରୋଇ ହସ୍ପିଟାଲରେ ବିକ୍ରି କରୁଛନ୍ତି ପଞ୍ଜାବ ସରକାର । ୪ ଶହ ଟଙ୍କାରେ ଟିକା କିଣି ଘରୋଇ ହସ୍ପିଟାଲରେ ହଜାରେ ଟଙ୍କାରେ ବିକୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପଞ୍ଜାବରେ ଏବେ ଗାଁରେ ଅଧିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ

କଂଗ୍ରେସର କରୋନା ଟିକା ଟାର୍ଗେଟ

ଭୁବନେଶ୍ୱର: କରୋନା ଟିକାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଶୁକ୍ରବାର ଅନୁଷ୍ଠିତ ଏକ ପ୍ରେସମିଟରେ ଉଭୟଙ୍କୁ କଟାକ୍ଷ କରିଛି ପିସିସି । ବର୍ତମାନ ରାଜ୍ୟକୁ ଅଧିକ ଟିକା ଆବଶ୍ୟକତା ରହିଛି । ଏପରି ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଭ୍ୟାକସିନ୍ ମାଗି

ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ଟିକା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ନବୀନ । ସମସ୍ତଙ୍କୁ ଟିକା ପାଇଁ ନିୟମରେ କୋହଳରେ ରାଜ୍ୟକୁ ଅନୁମତି ମିଳୁ । ନବୀନ କହିଛନ୍ତି କି ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ ହେଉଛି କି କେନ୍ଦ୍ର ସରକାର ଟିକା ଆଣି ରାଜ୍ୟମାନଙ୍କୁ ବାଣ୍ଟୁ । ସେପଟେ