ନନ୍ଦନକାନନ ରେ ଥିବା ବାଘୁଣୀର ଛୁଆ ଗୁରୁତର
ରକି ଗୁରୁତର। ନନ୍ଦନକାନନରେ ଥିବା ଧଳା ବାଘୁଣୀ ବିଜୟାର ୧୦ମାସର ଛୁଆ ରକି ଗୁରୁତର। OUAT ବିଶେଷଜ୍ଞ ଡାକ୍ତର ନିରଞ୍ଜନ ସାହୁଙ୍କ ନେତୃତ୍ୱରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ତାର ଚିକିତ୍ସା କରାଯାଉଛି। ଗତ ୪ ଦିନ ହେଲା ରକିକୁ ତରଳ ଝାଡା ହେବା ସହ ଜ୍ୱର ହେଉଛି। ତାକୁ ସାଲାଇନ୍!-->…