ପିକନିକ ହେଲା କାଳ: ଗାଧୋଇବା ବେଳେ ଭାସିଗଲେ ୩ ଯୁବକ,୨ମୃତ ଜଣେ ନିଖୋଜ
କୋଏଲ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ। ମିଳିଥିବା ସୂଚନା ମୁତାବକ, ରାଉରକେଲାର ଜମସେରା ଦେଇ ପ୍ରବାହିତ ହେଉଥିବା କୋଏଲ ନଦୀ ଘାଟକୁ କିଛି ପିଲା ବଣଭୋଜି କରିବାକୁ ଆସିଥିଲେ। ସେଠରେ ସେମାନେ ବଣଭୋଜି କରୁଥିବା ବେଳେ ତା ମଧ୍ୟରୁ ୩ ଜଣ ନଦୀକୁ ଗାଧୋଇବାକୁ ଆସି ନଦୀରେ ଭାସି ଯାଇଥିଲେ ।!-->…