କ୍ରେଧ ଓ ଚିଡିଚିଡା ପଣ ବଢାଇଥାଏ ଏହି ସବୁ ଖାଦ୍ୟ
କ୍ରୋଧ ହେବାର ଅନେକ କାରଣ ଥାଇପାରେ। ଆର୍ଥିକ ପ୍ରତିବନ୍ଧକ, କାରବାରରେ ଠକେଇ, ପାରିବାରିକ ବିବାଦ, ଜମି ବିବାଦ, ଅଫିସରେ କାର୍ୟ୍ୟ ଚାପ, ଟେନସନ ଭଳି ଅନେକ କାରଣ ଅଛି। କିନ୍ତୁ ଆପଣ ଜାଣିଛନ୍ତି କି କିଛି ଖାଦ୍ୟ ମଧ୍ୟ କ୍ରୋଧର କାରଣ ହୋଇପାରେ । ତଥାପି, ଆଜି ଆମେ କିଛି ଖାଦ୍ୟ ବିଷୟରେ ସୂଚନା!-->…