ସେପ୍ଟେମ୍ବରରେ କରୋନାର ତୃତୀୟ ଲହରୀ
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବରରେ ଆସୁଛି କରୋନା ତୃତୀୟ ଲହରୀ। ଏନେଇ ପୂର୍ବାନୁମାନ କରିଛନ୍ତି ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର। ପ୍ରଥମ ଓ ଦ୍ୱିତୀୟ ଲହରରେ ବୟସ୍କ ଓ ଯୁବବର୍ଗ ବେଶି ସଂକ୍ରମିତ ହେଉଥିବା ବେଳେ ତୃତୀୟ ଲହରୀରେ ଶିଶୁ ସଂକ୍ରମିତ ହେବା!-->…