ଆଗକୁ ୫୦ ଡିଗ୍ରୀ ଛୁଇଁବ ତାପମାତ୍ରା
ଭୀଷଣ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ୟୁପି, ଦିଲ୍ଲୀ, ବିହାର ହରିୟାଣା, ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟରେ ତାପମାତ୍ରା ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ପାଣିପାଗ ବିଭାଗର ଭବିଷ୍ୟବାଣୀ ସମସ୍ତଙ୍କ ଚିନ୍ତା ବଢାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ମେଁ!-->…