ଟାଟା ପକ୍ଷରୁ ଉତ୍କଳ ହସ୍ପିଟାଲକୁ ଭେଣ୍ଟିଲେଟର ସହାୟତା
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ ହସପିଟାଲକୁ ଟାଟା ଗ୍ରୁପ ଏବଂ ଟାଟା କନସଲଟାନସି ସର୍ଭିସ (TCS) ପକ୍ଷରୁ ବିଭିନ୍ନ ମେଡିକାଲ ଉପକରଣ ସହାୟତା ପ୍ରଦାନ କରାଯାଉଛି । ସାମାଜିକ ଦାୟିତ୍ବ ସ୍ବରୂପ ଟାଟା ପକ୍ଷରୁ ଏହା ବିଭିନ୍ନ ସମୟରେ କରାଯାଉଥିବା ବେଳେ ଏହି ଅବସରରେ ଉତ୍କଳ!-->…