Odia News Portal
Browsing Tag

tapashi panu

ବର୍ଜ୍ୟବସ୍ତୁର ପୋଷାକ ପିନ୍ଧିବେ ତାପସୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପାନ୍ନୁ ପରିବେଶ ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସେ ପ୍ରଥମ ଭାରତୀୟ ଅଭିନେତ୍ରୀ ହୋଇଛନ୍ତି ଯିଏ ଫିଲ୍ମ ସୁଟ୍ ପାଇଁ ବର୍ଜ୍ୟବସ୍ତୁରେ ତିଆରି ପୋଷାକ ପିନ୍ଧିବା ପାଇଁ ପଦକ୍ଷେପ ନେଇଛନ୍ତି । ତାପସୀ ଏହାର ତେଲୁଗୁ ଚଳଚ୍ଚିତ୍ର 'ମିଶନ୍