ରୋଷେଇ ବଜାରକୁ ମହଙ୍ଗା କରୁଛି ଟମାଟୋ
ରାଷ୍ଟ୍ରୀୟ ରାଜଧାନୀରେ ଦେଢଶହ ଟଙ୍କା ଦରରେ ବିକ୍ରି ହେଉଛି ଟମାଟୋ । ଗତ କିଛି ଦିନ ହେଲା ବଜାରରେ ଟମାଟୋ ଦର ବୃଦ୍ଧି ପାଇବାରେ ଚାଲିଛି । ଅଚାନକ ପରିବାର ଦର ବୃଦ୍ଧି ହେବା ସହ ଟମାଟୋ ଦର ବଢିବା ଶୁଣି ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।
ସେହିପରି ଦେଶର ଅନେକ ରାଜ୍ୟରେ ଅଦିନିଆ!-->!-->!-->…