ଗୃହବିଭାଗର ୨୦୨୦ ଶ୍ୱେତପତ୍ର: ବିଗିଡ଼ିନି ଆଇନ ଶୃଙ୍ଖଳା
ଭୁବନେଶ୍ୱର: ଗୃହବିଭାଗର ୨୦୨୦ର ଶ୍ୱେତପତ୍ର ପ୍ରକାଶ ପାଇଛି ।ତେବେ ୨୦୨୦ରେ ରାଜ୍ୟରେ ଅପରାଧର ଚିତ୍ର ଏଥିରେ ଦର୍ଶାଯାଇଛି । ୨୦୨୦ ମସିହାରେ ରାଜ୍ୟରେ କେତେ ଲୁଣ୍ଠନ, ଦୁଷ୍କର୍ମ ହୋଇଛି ତାର ସବିଶେଷ ତଥ୍ୟ ଏଥିରେ ପ୍ରଦାନ କରାଯାଇଛି । ତେବେ ଶ୍ୱେତପତ୍ରରେ ପ୍ରଦାନ କରାଯାଇଥିବା ତଥ୍ୟ!-->…