କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମସ୍ତ ବିଧାୟକ ସାମିଲ
କଂଗ୍ରେସର ମିଶନ ଘର ସଜଡା । ନୂଆ ପିସିସି ସଭାପତି ଚୟନ ପରେ ପୁରା କଂଗ୍ରେସ କ୍ୟାମ୍ପରେ ହଲ୍ଚଲ୍ । ପ୍ରଥମେ ଦଳରୁ ବହିଷ୍କୃତ ଏବଂ ଦଳ ଛାଡିଥିବା ନେତାଙ୍କୁ ଘରବାହୁଡ଼ା ପାଇଁ ଅନୁରୋଧ କରାଗଲା । ପରେ ଭୁବନେଶ୍ୱରୁ ପୁରୀ ଯାଏଁ ଆରମ୍ଭ ହେଲା ସଂକଳ୍ପ ପଦଯାତ୍ରା । ଆଉ ଏବେ ଦଳ ଏବଂ ବିଧାୟକଙ୍କ!-->…