Odia News Portal
Browsing Tag

swadhikar

ବନକ ଲାଗି ନୀତି ପାଇଁ ଆସନ୍ତାକାଲି ୫ ଘଣ୍ଟାର ବନ୍ଦ ରହିବ ସାଧାରଣ ଦର୍ଶନ

ଶ୍ରୀମନ୍ଦିରରେ ଆସନ୍ତାକାଲି ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ବିତୀୟ ଭୋଗ ମଣ୍ଡପ ପରେ ବନକ ଲାଗି କରାଯିବ।  ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ

କିଏ ଧରିବେ ରାଜ୍ୟ ବିଜେପି ମଙ୍ଗ

କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ । ଦିଲ୍ଲୀରେ ରାଜ୍ୟ ବିଜେପିର ମାନସ ମନ୍ଥନ । କୋର କମିଟି ବୈଠକରେ ଏ ନେଇ ହୋଇଛି ଆଲୋଚନା । ଯେଉଁଥିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଷ୍ଟ୍ରୀୟ

୨୦ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଚଳିତ ମାସ ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଉ ପରୀକ୍ଷାମୂଳକ ନୁହେଁ, ସିଧାସଳଖ ଆରମ୍ଭ ହେବ ଧାଡ଼ି ଦର୍ଶନ। ମାର୍କେଟ ଛକ ଯାଏ ଧାଡ଼ି ହେବ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି।

ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି

ଆଜି ପବିତ୍ର ମକର ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝରର ଗଣପର୍ବ ହେଉଛି ମକର ପର୍ବ। ଏହି ପର୍ବରେ ସାମିଲ ହେବା ନିମନ୍ତେ ଗତ

ଆରମ୍ଭ ହେଲା ‘ଆୟୁଷ୍ମାନ ଭାରତ’ ଓଡ଼ିଶାବାସୀଙ୍କୁ ମିଳିଲା ନ୍ୟାୟ: ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ରୁ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଲାଗୁ କରିଥିଲେ। ହେଲେ ଓଡ଼ିଶାରେ ପୂର୍ବ ସରକାର ତାକୁ ଲାଗୁ କରିନଥିଲେ। ଗତକାଲି ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ରାଜ୍ୟରେ ଲାଗୁ ହୋଇଛି। ଏଥିସହ ଓଡ଼ିଶା ସରକାରଙ୍କ

ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର ।  ଛାତ୍ରଛାତ୍ରୀଙ୍କୁ ୨୦୦ଏମ୍‌ଏଲ୍‌ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର

 ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର । ଏନେଇ ଚିନ୍ତା କରୁଛନ୍ତି ସରକାର । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ୨୦୦ ମିଲିମିଟର ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଗତକାଲି

ବଡୁ ସେବାୟତ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ । ଉପାସରେ  ଶ୍ରୀଲିଙ୍ଗରାଜ

ପୁଣି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ । ବଡୁ ସେବାୟତ ଓ ପୂଜା ପଣ୍ଡା ନିଯୋଗର ସେବା ବିବାଦକୁ ନେଇ ନୀତି ବିଭ୍ରାଟ ହୋଇଛି । ଗତକାଲି ସନ୍ଧ୍ୟାରୁ ଠାକୁରଙ୍କ କୌଣସି ନୀତି ହୋଇନଥିବା ବେଳେ ଦିଅଁ ଦକ୍ଷିଣ ଘରକୁ ବିଜେ କରିନାହାନ୍ତି । ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର

୪ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ଅବକାରୀ ବିଭାଗ

ଗୁପ୍ତ ଭାବେ ଗଞ୍ଜେଇ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗ। ଟାଙ୍ଗୀ ଅବକାରୀ ବିଭାଗ ଆଜି ଜବତ କରିଛି ୪ କ୍ୱିଣ୍ଟାଲ ଓଜନର ଗଞ୍ଜେଇ। ଏତେ ପରିମାଣର ଗଞ୍ଜେଇ ଗୋଟିଏ ପିକଅପ ଭ୍ୟାନାରେ ଚାଲାଣ ହେଉଥିଲା। ଅବକାରୀ ବିଭାଗ ଗଞ୍ଜେଇକୁ ଜବତ କରିଥିବା ବେଳେ ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଗିରଫ

ମହାମାରୀ ଆଣିବ କି ହ୍ୟୁମାନ୍ ମେଟାନିମୋ ଭାଇରସ୍

୭ଜାନୁଆରୀ, ୨୦୨୫ରେ ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ତରଫରୁ hMPV ଏବଂ ମହାମାରୀର ଆଶଙ୍କାକୁ ନେଇ ଗୋଟିଏ ସ୍ପଷ୍ଟୀକରଣ ତଥା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ପ୍ରତିବର୍ଷ ଶୀତଋତୁରେ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ଥଣ୍ଡା-ଛିଙ୍କ, ଜ୍ବର, କାଶ ଆକ୍ରାନ୍ତଙ୍କ ସ°ଖ୍ୟାରେ

ଯାଁଳା ଫାଣ୍ଡି ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଟାଟା ଏସିଇକୁ ପିଟିଲା କାର୍

 ଦୁର୍ଘଟଣା ନେଲା ୨ ଜୀବନ । ଜଣେ ଗୁରୁତର । ରାଜଧାନୀ ଯାଁଳା ଫାଣ୍ଡି ସାମ୍ନାରେ ମର୍ମନ୍ତୁଦ ଦୁର୍ଘଟଣା । ଟାଟା ଏସିଇକୁ ପିଟିଲା କାର୍‌ । ଡିଭାଇଡର ଦେଇ ବିପରୀତ ରାସ୍ତାରେ ପିଟିଲା କାର । ଖୋର୍ଦ୍ଧା ପଟୁ ଗୋଟିଏ କାର ଭୁବନେଶ୍ବର ଯାଉଥିବାବେଳେ ହଠାତ ଡିଭାଇଡର ଭାଙ୍ଗି ବିପରୀତ ରାସ୍ତାରେ