ନବ ଦାସ ହତ୍ୟା ମାମଲା : ଆଜି ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ବାର ଜେଲରେ ଜେରା କରିପାରେ କ୍ରାଇମବ୍ରାଞ୍ଚ
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଗୋପାଳ ଦାସକୁ ପଚରାଉଚରା କରିପାରେ କ୍ରାଇମ୍ବ୍ରାଞ୍ଚ । ଚୌଦ୍ବାର ଜେଲରେ ରହିଥିବା ଗୋପାଳକୁ କ୍ରାଇମ୍ବ୍ରାଞ୍ଚ ପଚରାଉଚରା କରିପାରେ । ଝାରସୁଗୁଡ଼ାରେ ୫ ଦିନ ରହି ତଦନ୍ତ କରିବା ପରେ ଫେରିଛି କ୍ରାଇମ୍ବ୍ରାଞ୍ଚ ଟିମ୍ । ୫ ଦିନ!-->…