ନବ ଦାସ ହତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି: ଜୟ ନାରାୟଣ ମିଶ୍ର
ନବ ଦାସ ହତ୍ୟାକାଣ୍ଡରେ ଆଜି ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି, ଯେଉଁମାନେ ଏହି ତଦନ୍ତକୁ ଠିକ୍ ଭାବେ କରିବାକୁ ଦେଉ ନାହାନ୍ତି । ସଠିକ୍ ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ ଗଡ଼ିବ ।!-->…