ନବୀନ ପଟ୍ଟନାୟକ ସାମ୍ନାକୁ ଆସନ୍ତୁ, ଅଧିକ ଦ୍ବନ୍ଦ୍ବ ନ ବଢାଇ ସ୍ପଷ୍ଟୀକରଣ ଦିଅନ୍ତୁ: ପ୍ରଫୁଲ୍ଲ ଘଡ଼େଇ
ରାଜ୍ୟସଭାରେ ୱକଫ୍ ବିଲ୍ ସମର୍ଥନରେ ବିଜେଡିର କେତେକ ସାଂସଦ ଭୋଟ୍ ଦେବା ପରେ ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଜଣକ ପରେ ଜଣେ ବିଜେଡି ନେତା ମୁଁ ଖୋଲି ବିସ୍ଫୋରକ ବୟାନ ଦେଉଛନ୍ତି।
ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ସିଧାସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ!-->!-->!-->…