Odia News Portal
Browsing Tag

swadhikar news

ବିଜେପିକୁ କାହାର ସହାୟତା ଆବଶ୍ୟକ ନାହିଁ, ଆମେ ଏକାକୀ ନିର୍ବାଚନ ଲଢ଼ି ଜିତିଛୁ: ଜୟନାରାୟଣ

ବିଜେପିକୁ ବିଜେଡିର ସହାୟତା ଖବର ଚର୍ଚ୍ଚାକୁ ଖଣ୍ଡନ କରିଛି ବିଜେପି। ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେପିକୁ କାହାର ସହାୟତା ଆବଶ୍ୟକ ନାହିଁ। ପୂର୍ବରୁ ବି ଏମିତି ଚର୍ଚ୍ଚା ହେଉଥିଲା କିନ୍ତୁ ବିଜେପି ଏକାକୀ ନିର୍ବାଚନ ଜିତିଛି। ତେବେ ବିଜେଡିର ଆୟୁଷ ବହୁତ କମ୍ ବୋଲି

ଶାଶୁ ଓ ସ୍ତ୍ରୀକୁ ବୀଭତ୍ସ ହତ୍ୟା

ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ପୋଡାବଲଣ୍ଡା ଗାଁରେ ଡବଲ ମର୍ଡର । ଶାଶୁ ଓ ସ୍ତ୍ରୀକୁ ଅତି ନିର୍ମମ ଭାବେ ଶାବଳରେ ଭୁସି ହତ୍ୟା କରିଛି ନୃଶଂଶ ଜ୍ୱାଇଁ । ପାରିବାରିକ କଳହରୁ ଜ୍ୱାଇଁ ହତ୍ୟା କରିଥିବା ସୂଚନା । ହତ୍ୟା ପରେ ନିଜର ଅଢେଇ ବର୍ଷର ଛୁଆକୁ ଧରି ରେଢାଖୋଲ ଥାନାରେ ଆତ୍ମସମର୍ପଣ

ନର୍ସିଂହୋମରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ରୋଗୀ

ଗଞ୍ଜାମ ଜିଲ୍ଲା ଆସିକା ସହରରେ ଥିବା ଦୁର୍ଗାମାଧବ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରୋଗୀମାନେ। ନିଆଁରେ ଡାକ୍ତରଖାନାର ଯନ୍ତ୍ରାଂଶ ଓ ବେଡ୍‌ ପୋଡ଼ି ଯାଇଛି। ହେଲେ କାହାର କିଛି କ୍ଷତି

ଅବହେଳିତ ଅବସ୍ଥାରେ ପଠାଣି ସାମନ୍ତ ସଂଗ୍ରହାଳୟ, ଛାତରୁ ଗଳୁଛି ପାଣି

ଜନ୍ମମାଟିରେ ପଠାଣି ସାମନ୍ତଙ୍କୁ ଅବହେଳା । ଅବହେଳିତ ଅବସ୍ଥାରେ ପଡ଼ିରହିଛି ପଠାଣି ସାମନ୍ତ ସଂଗ୍ରହାଳୟ । ଛାତରୁ ଗଳୁଛି ପାଣି, ନଷ୍ଟ ହେଲାଣି ଅନେକ ଯନ୍ତ୍ରପାତି । ବିଶ୍ଵ ବିଖ୍ୟାତ ଜ୍ୟୋତିର୍ବିଦ୍ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାରେ ପଠାଣି ସାମନ୍ତ ସଂଗ୍ରହାଳୟ ଅବହେଳିତ

ଆଜିଠୁ ବିଧାନସଭା ଅଧିବେଶନ, ୨୫ରେ ବଜେଟ ଉପସ୍ଥାପନ

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ସୋମବାରରୁ ଆରମ୍ଭ ହେବ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହା ହେବ ପ୍ରଥମ ଅଧିବେଶନ । ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ୨୫ରେ ଗୃହରେ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଥାଇଲାଣ୍ଡରେ ଫସିଛନ୍ତି ୭ ଓଡ଼ିଆ ଶ୍ରମିକ; ଫେରିବାକୁ କରୁଛନ୍ତି ଗୁହାରୀ

ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ୭ଜଣ ଓଡ଼ିଆ ଶ୍ରମିକ। ଫେରିବାକୁ ଛଟପଟ ହେଉଥିବା ବେଳେ ପାଉ ନାହାନ୍ତି ବାଟ। ନା ପାଖରେ ଟଙ୍କା ଅଛି ନା ଅଛି ଭିସା। ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟ ସରକାର ଓ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ

ରାଜ୍ୟପାଳଙ୍କ ଅଭିଭାଷଣ, କହିଲେ- ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ପୂରଣ ଲକ୍ଷ୍ୟ

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିବା ବେଳେ ନିଜ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ବିଜେପି କ୍ଷମତାକୁ ଆସିବା ପରେ ଏହା ମୋହନ ସରକାରର ପ୍ରଥମ ବଜେଟ୍ ଅଧିବେଶନ। ୨୫ରେ ଉପସ୍ଥାପନ ହେବ ୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ୍ ।

ଏସ୍‌ଏଚ୍‌ଜିଙ୍କ ପାଇଁ ଧାନକିଣାରେ କଟକଣା, ଦକ୍ଷତା ପରଖିବାକୁ ନିର୍ଦ୍ଦେଶ

ରାଜ୍ୟରେ ସରକାର ବଦଳିବା ପରେ ଅନେକ ବିଭାଗରେ ପରିବର୍ତ୍ତନର ଆଭାସ ମିଳିଲାଣି । ଆଇନ କାନୁନ୍ ବଦଳିବା ସହିତ କାର୍ଯ୍ୟଶୈଳୀରେ ମଧ୍ୟ ପରିବର୍ତ୍ତନ ହେଲାଣି । ବିଶେଷକରି ମିଶନ ଶକ୍ତିର ପ୍ରଭାବ ବିଭିନ୍ନ କ୍ଷେତ୍ରରେ କମିବାକୁ ଲାଗିଲାଣି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକର ଭାଗିଦାରୀରେ

୨୨ରୁ ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ

ଆସନ୍ତା ୨୨ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ଆସନ୍ତା ୨୧ ତାରିଖ ରବିବାର ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସେହିଦିନ ୧୧ଟା ବେଳେ ବିଧାନସଭା ପରିସରରେ ସର୍ବଦଳୀୟ ବୈଠକ ହେବ ବୋଲି ଜଣାପଡ଼ିଛି। ସପ୍ତଦଶ

ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ଵର୍ଗତ କମଳା ପୂଜାରୀ ଜଣେ ଅସାଧାରଣ ଗୁଣୀ, ସାଧିକା ଓ ତ୍ୟାଗୀ ମହିଳା ଥିଲେ। ଶତାଧିକ ସ୍ୱଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ବିହନ ସଂରକ୍ଷଣ କରି ଏବଂ ଜୈବିକ