Odia News Portal
Browsing Tag

swadhikar news

ସଡକ ଦୁର୍ଘଟଣା : ୧ ମୃତ

କାଉଡିଆଙ୍କ ଉପରେ ଚଢ଼ିଗଲା ନେତାଙ୍କ ଗାଡି। ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଅନ୍ୟ କାଉଡିଆ ଗୁରୁତର ହୋଇଛନ୍ତି। ଉତ୍ତର ପ୍ରଦେଶର ସୀତାପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା। ସୂଚନା ମୁତାବକ, ଉତ୍ତରପ୍ରଦେଶର ମହମୁଦାବାଦ ପୁଲିସ ଷ୍ଟେସନ ନିକଟସ୍ଥ ଜରାୟପୁର ଗତକାଲି

ସଂକଳ୍ପପତ୍ରର ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭଲ ପାଇବା ପାଇଁ ଏହା ସମ୍ଭବ ହୋଇପାରିଛି । ବିଜେପି ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଛି ତାହା ପୂରଣ କରିବାପାଇଁ ପ୍ରତିଶ୍ରୁତିବଦ୍ଧ । ବିକାଶକୁ ମୁଖ୍ୟ ଆଧାର କରି ଚଳିତ ଥର ଲୋକାଭିମୁଖୀ

ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ମାମଲା ରୁଜୁ

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟାଳୟକୁ ବୋମା ଧମକ । ଅଲ୍ କାଏଦା ନାମକ ଜଣେ ୟୁଜରଙ୍କ ଆଇଡିରୁ ଏହି ଧମକ ମିଳିଛି । ତେବେ ବିହାର ପୋଲିସ ଏ ବାବଦରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସଚିବାଳୟ

ହୀରାକୁଦ ଡ୍ୟାମ : ଆଉ ୪ଟି ଗେଟ୍ ଖୋଲିଲା

ପୁଣି ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିଛି। ଏବେ ହୀରାକୁଦରୁ ମୋଟ୍ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଗତ ରବିବାର ସକାଳ ସାଢ଼େ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁଯାୟୀ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ

ସରକାରୀ ଗାଡିରୁ ୫ ଲକ୍ଷ ଟଙ୍କା ସହ ଗୋଲାମୁଣ୍ଡା ବିଡିଓଙ୍କୁ ଧରିଲା ଭିଜିଲାନ୍ସ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି ଭିଜିଲାନ୍ସ। ୫ ଲକ୍ଷ ଟଙ୍କା ସହ ଧରାପଡିଲେ ବିଡିଓ ଅକ୍ଷମିତା କାର୍ତ୍ତିକ। ଭବାନୀପାଟଣାରୁ ମିଟିଂ ସାରି ସରକାରୀ ଗାଡ଼ିରେ ଫେରିଲାବେଳେ ଜାରିଂ ଛକରେ ଧରାପଡ଼ିଲେ ବିଡିଓ ଅକ୍ଷମିତା । ଭବାନୀପାଟଣା ଭିଜିଲାନ୍ସ ଅଫିସରେ

ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆସିବ ଆଳୁ

ପଶ୍ଚିମବଙ୍ଗ ନୁହେଁ, ଏଥର ଉତ୍ତରପ୍ରଦେଶରୁ ଓଡ଼ିଶା ଆସିବ ଆଳୁ। ରାଜ୍ୟ ବ୍ୟବସାୟୀ ମହାସଂଘ ସହ ଆଲୋଚନା ପରେ ଏପରି ବୟାନ୍‌ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପଶ୍ଚିମବଙ୍ଗ ସରକାରଙ୍କ ଦାଦାଗିରିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା

ଡେଙ୍ଗୁ : ୨୪୧ ରୋଗୀ ଚିହ୍ନଟ

ଚଳିତ ବର୍ଷ ଜୁଲାଇ ୩୦ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ମୋଟ ୧୦ ହଜାର ୪୧ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ୯୪ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି

ପଦ୍ମ ଧରିଲେ ମମତା ମହାନ୍ତ

ବିଜେପିରେ ଯୋଗଦେଲେ ମମତା ମହାନ୍ତ । ଆଜି ଦିଲ୍ଲୀ ଯାଇବିଧିବଧ ଭାବରେ ସେ ପଦ୍ମ ଧରିଛନ୍ତି । ବିଜେପି ଦିଲ୍ଲୀ ମୁଖ୍ୟଳୟରେ ଆସି ସାମିଲ ହେଲେ । ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତରେ ସାମିଲ ହୋଇଛନ୍ତି । ପ୍ରଭାରୀ ବିଜୟପାଲ୍ ସିଂ ତୋମାରଙ୍କ ଉପସ୍ଥିତିରେ ସାମିଲ । ମନ୍ତ୍ରୀ ପୃଥ୍ୱୀରାଜ

ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ

ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ। ମମତାଙ୍କ ଇସ୍ତଫା ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ସୂଚନା ଦେଇଛନ୍ତି। ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମମତା। କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତ ପରିତିଚ ଥିଲେ। ରାଜ୍ୟସଭାରୁ ଇସ୍ତଫା ପରେ ବିଜେଡି

ହୀରାକୁଦ : ବନ୍ଦ ହେଲା ଆଉ ୪ଟି ଗେଟ୍‌

ହୀରାକୁଦରେ ବନ୍ଦ ହେଲା ଆଉ ୪ଟି ଗେଟ୍ । ଏବେ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସୂଚନା ଯୋଗ୍ୟ ଯେ, ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ଗତ ରବିବାର ହୀରାକୁଦର ୨୦ଟି ଗେଟ୍ ଖୋଲା ଯାଇଥିଲା । ମାତ୍ର ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ପୂର୍ବରୁ ପ୍ରଥମେ ୨ଟି ଗେଟ୍‌କୁ ବନ୍ଦ କରି