Odia News Portal
Browsing Tag

swadhikar news

୧୧ ଏଏନଏମ ଛାତ୍ରୀ ଅସୁସ୍ଥ

ଏଏନଏମ ଟ୍ରେନିଂ ସେଣ୍ଟରରେରେ ୧୧ ଜଣ ଛାତ୍ରୀ ଅସୁସ୍ଥ ଅଛନ୍ତି ।  ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ଏଏନଏମ ଟ୍ରେନିଂ ସେଣ୍ଟରରେ ଅଘଟଣ ଘଟିଛି । ୧୧ ଜଣ ଛାତ୍ରୀଙ୍କୁ ଝାଡାବାନ୍ତି ହେବା ସହ ୩ ଜଣ ଗୁରୁତର ହୋଇ ଜିଲ୍ଲା ମ୍ରୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବାସି ଖାଦ୍ୟ ଦିଆଯାିଥିବା

ଆରପାରିକୁ ଚାଲିଗଲେ ପୂର୍ବତନ ମନ୍ତ୍ରୀ ସମୀର ଦେ

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ପରଲୋକ ଘଟିଛି । ୬୭ ବର୍ଷ ବୟସରେ କଟକର  ଏକ ଘରୋଇ ହସ୍ପିଟାଲରେ ଚିକିସ୍ଛାଧୀନ ଅବସ୍ଥାରେ ସମୀର ଦେଙ୍କର ଦେହାନ୍ତ ହୋଇଛି । ଏନେଇ ଘରୋଇ ହସ୍ପିଟାଲ ଡାକ୍ତରଙ୍କ  ସୂଚନା ରହିଛି । ନିମୋନିଆ , କିଡନୀ, ରକ୍ତଚାପ ଜନିତ ରୋଗରେ

ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ

ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ

ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା

ଡାକ୍ତରଙ୍କୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଗର୍ଭବତୀ ମହିଳାଙ୍କଠାରୁ ୬୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ। କଳାହାଣ୍ଡି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ଡାକ୍ତର ଅଶୋକ ଦାସଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।

ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଶେଷ ହେବ । ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ମଣତି କାମ ଶେଷ ହେବ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କାର୍ତ୍ତିକ ମାସ

କୁଆଡ଼େ ଗଲେ କଳକୀ ବାବା ?ଆଶ୍ରମକୁ କବଜାକୁ ନେଇଛି ପୋଲିସ

ରହସ୍ୟ ଘେରରେ ବୈକୁଣ୍ଠ ଧାମ । କୁଆଡ଼େ ଗଲେ କଳକୀ ବାବା ? ଖଣ୍ଡଗିରିର ଆଶ୍ରମରେ ଖୋଜୁଛି ପୋଲିସ । ଆଶ୍ରମକୁ କବଜାକୁ ନେଇଛି ପୋଲିସ। ଦୁଇ ସେକ୍ସନ ପୋଲିସ ଉପସ୍ଥିତ ଅଛନ୍ତି । ପ୍ରତିଦିନ ସକାଳେ ଓ ସଂଧ୍ୟାରେ ଆଶ୍ରମରେ ଭିଡ଼ ହୋଇଥାନ୍ତା । ଲାଗିଥାନ୍ତା କୁନି କଳକୀ ବାବାଙ୍କ ଦରବାର । ହେଲେ

ଓଡ଼ିଶାକୁ କେବେ ମିଳିବ ପିସିସି : ଦୌଡ଼ରେ ୬ରୁ ଅଧିକ ନେତା

ଲମ୍ବୁଛି ପିସିସି ସଭାପତି ଚୟନ ପ୍ରକ୍ରିୟା । ଦୁଇ ସପ୍ତାହ ପରେ ବି ଏଆଇସିସିକୁ ରିପୋର୍ଟ ଦେଇନି । ୨୩ ତାରିଖ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ପରେ ରିପୋର୍ଟ ଦାଖଲ କରିବ ବୋଲି ସୂଚନା ମିଳିଛି । ଯାହାକୁ ନେଇ ପିସିସି ସଭାପତି ନିଯୁକ୍ତି ଆହୁରି ବିଳମ୍ବ ହେବ ବୋଲି ଲାଗୁଛି ।

ଗଞ୍ଜେଇ କାରବାରରେ ୨୩ ନିଶା ମାଫିଆଙ୍କ ସହ ୪୦ କୋଟି ଟଙ୍କାର ସମ୍ପତ୍ତି ଜବତ

ଗଞ୍ଜେଇ ଚୋରା ଚାଲାଣର ବଡ଼ ହବ୍ ପାଲଟିଛି ଓଡ଼ିଶା। ଦିଲ୍ଲୀ, ମୁମ୍ବାଇ, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଆଦି ଅଞ୍ଚଳକୁ ଓଡ଼ିଶାରୁ ପ୍ରଚୁର ଗଞ୍ଜେଇ ଚାଲାଣ ହେଉଛି। ଓଡ଼ିଶାର ବହୁ ମାଫିଆ ଏହି କାରବାରର ମଙ୍ଗ ଧରିଥିବା ପ୍ରମାଣ ମଧ୍ୟ ରହିଛି। ଅବକାରୀ ବିଭାଗ, ନାର୍କୋଟିକ୍

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ୍ ଅଭିନେତ୍ରୀ ଏଲିନା

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ୍ ଅଭିନେତ୍ରୀ ଏଲିନା । ଓଲିଉଡ୍‌ର ଆଗଧାଡ଼ିର ନାୟିକା ଏଲିନା ସାମନ୍ତରାୟ ହାତକୁ ଦି' ହାତ ହୋଇଛନ୍ତି । ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି । ବିବାହ ଇଣ୍ଡୋନେସିଆର

୧୦ଟା ପରିବର୍ତ୍ତେ ସାଢେ ୧୦ଟା ଯାଏଁ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ

ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ବିବାଦ ପରେ ୩୦ ମିନିଟ ବୃଦ୍ଧି ହେଲ ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ୧୦ଟା ୩୦ ଯାଏଁ ସାଂସ୍କୃତିକ