Odia News Portal
Browsing Tag

swadhikar news

୧୦ ମାଓବାଦୀ ନିପାତ

ଛତିଶଗଡ଼ରେ ସୁରକ୍ଷାକର୍ମୀ – ମାଓବାଦୀ ମୁଁହାମୁଁହି । ଯବାନଙ୍କ ଗୁଳିରେ ୧୦ ମାଓବାଦୀ ନିପାତ ସୂଚନା । କଣ୍ଟା , ଭେଜି ଅଞ୍ଚଳରେ ଗୁଳିବିନିମୟ । ୩ ଟି ଅଟୋମେଟିକ ବନ୍ଧୁକ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ । ଡିଆରଜି ପକ୍ଷରୁ ସର୍ଚ୍ଚ ଅପରେସନ ନେଇ ସୂଚନା । ଓଡିଶାକୁ ନକ୍ସଲ ଅନୁପ୍ରବେଶ

ଖୁବଶୀଘ୍ର ହେବ ଫୁଟ ଓଭରବ୍ରିଜ

 ଭୁବନେଶ୍ୱର ପଳାସୁଣୀରେ ବାରମ୍ବାର ଦୁର୍ଘଟଣା। ଏନଏଚଏଆଇ ପ୍ରକଳ୍ପ ନିର୍ଦେଶକଙ୍କ ସୂଚନା । ୪ ରୁ ୫ ମାସ ଭିତରେ ସରିବ ଫୁଟ ଓଭର ବ୍ରିଜ କାମ । ନୂଆ ଟେଣ୍ଡର ସହ କାମ ମଧ୍ୟ ଆରମ୍ଭ ହୋଇଛି । ୟାର୍ଡ଼ରେ ଓଭର ବ୍ରିଜ ଫେବ୍ରିକେସନ କାମ ଚାଲିଛି । ଲୋକେ ଭୁଲ କରୁଥିବାରୁ ଦୁର୍ଘଟଣା ଘଟୁଛି । ଗାଡି

ଗୁଳିବିନିମୟରେ  ନକ୍ସଲ ନିହତ, ଯବାନ ଆହତ

ମାଲକାନଗିରି –ଛତିଶଗଡ ସୀମା ଏମଭି- ୭୯ ଜିନ୍ଦଲଗୁଡା ନିକଟରେ ସୁରକ୍ଷାକ୍ରମୀ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ନକ୍ସଲ ନିହତ ହୋଇଛନ୍ତି । ଆହତଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

‘ସୁଭଦ୍ରା’କୁ ନେଇ ବଡ଼ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏମିତିକି ତୃତୀୟ ପର୍ୟ୍ୟାୟରେ

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା; ଫୋର୍ସ ମୁତୟନ, ୬ ଅଟକ

ବିଜେପି ନେତା ତଥା ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଗତ ରାତିରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପରିସ୍ଥିତି ଉତ୍ତେଜନାମୂଳକ ରହିଛି। ଏହି ଘଟଣାର ତଦନ୍ତ ପ୍ରକ୍ରିୟା ନିମନ୍ତେ ପୁଲିସ୍‌ ୩ଟି ଟିମ୍ ଗଠନ କରିଥିବା ବେଳେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ପରେ

କୋଟିପତି ସିଏସ୍‌ଓଙ୍କୁ ବାନ୍ଧିଲା ଭିଜିଲାନ୍ସ

କୋଟିପତି ସିଏସ୍‌ଓଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ସୁରେଶଙ୍କ ସୋନପୁର ସ୍ଥିତ ଭଡ଼ାଘର,କାର୍ଯ୍ୟାଳୟ ଓ ପୈତୃକ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ

 ବଙ୍ଗୋପସାଗରରେ ଆସୁଛି ଆଉ ଏକ ବଡ଼ ଲଘୁଚାପ

ବଙ୍ଗୋପସାଗରରେ ଆସୁଛି ଆଉ ଏକ ବଡ଼ ଲଘୁଚାପ। ୨୩ ତାରିଖ ସୁଦ୍ଧା ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୧ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମେ ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଲଘୁଚାପର ରୂପ ନେବ ବୋଲି

ଆସନ୍ତା ୨୯ରେ ଓଡିଶା ଆସିବେ ମୋଦୀ ଶାହା

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ବି ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶାରେ ଆୟୋଜିତ ଡ଼ିଜି ସମ୍ମିଳନୀରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ନଭେମ୍ବର ୨୯ ତାରିଖରୁ ୩୧ ତାରିଖ ପର୍ୟ୍ୟନ୍ତ ଚାଲିବ ଡିଜି ସମ୍ମିଳନୀ ।

 ଯୌତୁକ ଜୁଇରେ ଜଳିଲେ ନବବଧୂ

ବିବାହକୁ ୬ମାସ ପୂରି ନାହିଁ। ଯୌତୁକ ପାଇଁ ଉଜୁଡ଼ି ଗଲା ସୁନାର ସଂସାର। ନବ ବଧୂକୁ ବିଷ ଦେଇ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଅଞ୍ଜଳି ମହାକୁଡ। ଝିଅକୁ ଶ୍ୱଶୁର ଘର ଲୋକେ

ଦିଲ୍ଲୀରେ ସମ୍ମାନୀତ ହେବେ ଓଡ଼ିଆ ସାମ୍ବାଦିକ

ସାମ୍ବାଦିକତା ପ୍ରତି ନିଜର ଅବଦାନ ପାଇଁ ସମ୍ମାନୀତ ହେବେ ରିପୋର୍ଟରସ ଟୁଡେ ର ସମ୍ପାଦକ ସୁର୍ଜିତ ଧଳଭୁବନେଶ୍ୱର ; ରାଜ୍ୟ ଏବଂ ଦେଶରେ ଅନେକ ସଂଖ୍ୟରେ ସାମ୍ବାଦିକ ମାନେ ନିଜ ନିଜର କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ କାମ କରୁଛନ୍ତି । କେତେ ବେଳେ ସାଧୁତା ମିଳୁଛି ତ କେତେବେଳେ ସରକାରୀ କଳ