Odia News Portal
Browsing Tag

swadhikar news

ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

‘ସୁଭଦ୍ରା’ ଯୋଜନାକୁ ନେଇ ଶନିବାର ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଥିବା ସେ ସୂଚନା ଦେଇଛନ୍ତି। ଯାଞ୍ଚ ପରେ ୨୨ ପ୍ରତିଶତ ଆବେଦନକାରୀଙ୍କୁ ଆସନ୍ତାକାଲି ଅର୍ଥାତ୍‌ ରବିବାର ଟଙ୍କା

ବି‌ଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଗିରଫ

ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରକାଶ ଦାସ(ଲଲ)ଙ୍କୁ ଗିରଫ କରାଯାଇଛି। ତାଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ରାତି ୩ଟା ବେଳେ ତାଙ୍କୁ ଉଠାଇ ଆଣି ଯାଜପୁର ଟାଉନ ପୁଲିସ ଥାନାରେ ଅଟକ ରଖିଥିଲା। ସୂଚନାଯୋଗ୍ୟ,

ବିଧାୟକଙ୍କୁ ଆକ୍ରମଣ ଘଟଣା: ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଆଜି ଯାଜପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସଂପୃକ୍ତ ଥିବା ଘଟଣାରେ କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ। ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ନେଇ ତଦନ୍ତ ଜାରି

ସିଙ୍ଗାପୁର ଗସ୍ତ ସାରି ଓଡିଶା ଫେରିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଙ୍ଗାପୁର ଗସ୍ତ ସାରି ଆଜି ସକାଳେ ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ। ସିଙ୍ଗାପୁରରେ ନିବେଶକଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ରୋଡ ଶୋ’ ସହ ଓଡ଼ିଶାରେ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ପୁଞ୍ଜିପତିଙ୍କୁ ଅବଗତ କରିଥିଲେ।

ରେଳବାଇର ୱାଲଟିୟର ଡିଭିଜନ୍‌କୁ ମିଳିଲା ନୂଆ ଡିଆରଏମ୍

 ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନର ଡିଆରଏମ୍ ସୌରଭ ପ୍ରସାଦ ମୁମ୍ବାଇରେ ୨୫ଲକ୍ଷ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଥିବା ପରେ ଏହି ପଦବି ଗତ ୪ଦିନ ହେବ ଖାଲି ପଡିଥିଲା। ଭାରତୀୟ ରେଳବାଇ ଏହି ପଦବିରେ ଜଣେ ଓଡ଼ିଆ ଅଧିକାରୀଙ୍କୁ ଅବସ୍ଥାପିତ କରିଛନ୍ତି। ଏଡିଆରଏମ୍ (ଅପରେସନ୍)

ଜଳିଗଲା ୭ ବଖରା ଘର

ବାଲେଶ୍ବର ଜିଲ୍ଲା ସୋର ବ୍ଲକ ନଟାପଡା ପଞ୍ଚାୟତ ଚହଳିଗାଁ ଗ୍ରାମର ରାଜେନ୍ଦ୍ର ଭଞ୍ଜଙ୍କ ଘରେ ଅଗ୍ନିକାଣ୍ଡ ଘଟିବାରୁ ସାତ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ମଧ୍ୟାହ୍ନରେ ରାଜେନ୍ଦ୍ରଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଚାଳ ଘରେ ଅଗ୍ନିକାଣ୍ଡ

ବବି ଦାସ ଭାଇଙ୍କ ନାଁରେ ଏତଲା

 ବିଜେଡି ନେତା ତଥା ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା ଦିଆଯାଇଛି। ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଯାଜପୁର ଥାନାରେ ଏତଲା ଦେଇଛନ୍ତି ବ୍ୟବସାୟୀ ଜଣକ। ଭବଙ୍କ ସହଯୋଗୀ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗ ହୋଇଛି। ମାଡ଼ ମାରି ଟଙ୍କା ଛଡ଼ାଇ

ବିଧାୟକ ହିମାଂଶୁଙ୍କୁ ଆକ୍ରମଣ ; ଆଜି ପୁଣି ଆଉ ୮ ଅଟକ

ଗତକାଲି ଗିରଫ ହୋଇଥିଲେ ୧୦, ଆଉ ଆଜି ପୁଣି ଅଟକ ହେଲେ ୮ । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ଆଉ ୮ ଜଣ ଅଟକ ଅଛନ୍ତି । ଗିରଫ ୧୦ ଜଣଙ୍କୁ କରାଯାଇଥିଲା କୋର୍ଟ ଚାଲାଣ । ଅଧିକ ପଢନ୍ତୁ : ବିଧାୟକଙ୍କୁ ଆକ୍ରମଣ ପଛରେ ବବି ଓ ତାଙ୍କ ଭାଇଙ୍କ ହାତ ଥିବା

ହରଭଙ୍ଗାରେ ଅଭାବନୀୟ ଘଟଣା: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଭଉଣୀ ଗୁରୁତର

ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ମହାଲ୍ଲିକପଡା ଗ୍ରାମରେ ଗୁରୁବାର ଜନୈକ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଗୁରୁତର ହୋଇଥିବା ଜଣା ପଡ଼ିଛି। ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ମହାଲ୍ଲିକପଡା ଗ୍ରାମର ନଳିନୀ ସାହୁ ଏବଂ ତାଙ୍କ ଭଉଣୀ ଶାଲିନୀ ସାହୁ କୌଣସି କାରଣ ମତେ ଅସୁସ୍ଥ

ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା

ଉଗ୍ର ରୂପ ନେଲା ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ କଳି ଘଟଣା। ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ଆରମ୍ଭ ହୋଇଥିବା କଥା କଟାକଟି ଆଜି ବିଚ୍‌ ରାସ୍ତାରେ ପହଞ୍ଚିଛି। ଆଜି ଭୁବନେଶ୍ୱର ଡିସିପି ଅଫିସ ନିକଟରେ ଉଭୟ ପହଞ୍ଚିଥିବା ବେଳେ ଦେଖିବାକୁ ମିଳିଲା ହାଇଡ୍ରାମା।