Odia News Portal
Browsing Tag

swadhikar news

ସରକାରଙ୍କୁ କଡା ନିନ୍ଦା କଲେ ନବୀନ ; କହିଲେ , ମିଶନଶକ୍ତି ମହିଳାଙ୍କ ଦରମା ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି ସରକାର

ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ। । ମିଶନ ଶକ୍ତି ମହିଳା  ଓ ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପିମାନେ ସେମାନଙ୍କ ନାର୍ୟ୍ୟ ଦାବି  ତଥା ୯ ମାସର ଦରମା ପାଇବାକୁ ଦାବି କରି ଲୋୟର

ମହିଳାଙ୍କ ପ୍ରସଙ୍ଗ ନେଇ ବିରୋଧୀ ଦଳ ମୁଖ୍ୟଙ୍କୁ ଟାର୍ଗେଟ କଲେ ଟଙ୍କଧର

ମିଶନ ଶକ୍ତି ମହିଳାଙ୍କୁ ଦରମା ଦେବାକୁ ବିଜେପି ସରକାର ଷଡଯନ୍ତ୍ର କରୁଛନ୍ତି ବୋଲି ନବୀନ ପଟ୍ଟନାୟକ କହିବା ପରେ ଏହାର ଜବାବ ଦେଇଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। କହିଛନ୍ତି, 'ଅସତ୍ୟ କହିବାର ପରାକାଷ୍ଠା ହେଉଛନ୍ତି ନବୀନ । ସରକାର ମହିଳାମାନଙ୍କ ସହ ଥିଲା ଓ ମହିଳାମାନଙ୍କ ସହ ଅଛି

୧୦ ବର୍ଷରେ ଗଲାଣି ୮୫୭ ହାତୀଙ୍କ ଜୀବନ

ରାଜ୍ୟରେ ବିଭିନ୍ନ କାରଣରୁ ବର୍ଷକୁ ବର୍ଷ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତଥ୍ୟ ଅନୁସାରେ, ୧୦ ବର୍ଷରେ ପ୍ରାଣ ହରାଇଲେଣି ୮୫୭ ହାତୀ । ସେଥିମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ପ୍ରାଣ ହରାଇଥିବାବେଳେ ୧୪୯ ହାତୀ ବିଦ୍ୟୁତ ଆଘାତରେ ଜୀବନ ହରାଇଛନ୍ତି। ଏହାସହ ଅନ୍ୟ ପ୍ରାକୃତିକ

ମିଶନ ଶକ୍ତି ମହିଳାଙ୍କ ଧାରଣା ପ୍ରସଙ୍ଗ: ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ

ବଦଳିଛି ସରକାର, ସରୁନି ଆନ୍ଦୋଳନ। ରାଜ୍ୟରେ ଶାସନଭାର ସମ୍ଭାଳୁଛି ବିଜେପି ସରକାର। ନୂଆ ସରକାର ଲୋକ ମାନଙ୍କ ନୂଆ ଆଶା ହୋଇଥିବାବେଳେ ବିଭିନ୍ନ ଅଭିଯୋଗ ପୁଣି ମୁଣ୍ଡ ଟେକିଲାଣି। କିଛି ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। ୯ ମାସ ହେଲା ଦରମା ପାଇନଥିବା ଅଭିଯୋଗରେ ରାଜରାସ୍ତାରେ

କଟକରେ ପୁଣି ଡ୍ରେନ ଟ୍ରାଜେଡି

କଟକରେ ପୁଣି ଡ୍ରେନ ଟ୍ରାଜେଡି। ଗତକାଲି ପୁଣି ଗୋଟିଏ ମୁଣ୍ଡ ନେଇଛି ଡ୍ରେନ। ବିଡାନାସୀ ଗୋପାଳସାହିରେ ସିଏମସି ଡ୍ରେନ ନିର୍ମାଣ କାମ ଚାଲୁଥିବା ବେଳେ କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ କଟକ ସହରରେ

ସରକାରୀ କ୍ୱାର୍ଟର ଛାଡିନାହାଁନ୍ତି ୧୪ ବିଧାୟକ

ସାଧାରଣ ନିର୍ବାଚନକୁ ଆସି ୬ ମାସ ହେଲାଣି, ହେଲେ ଏଯାଏଁ ସରକାରୀ କ୍ୱାର୍ଟର ଛାଡିନାହାଁନ୍ତି ପୂର୍ବତନ ବିଧାୟକ । ରାଜ୍ୟର ପ୍ରାୟ ୧୪ ଜଣ ପୂର୍ବତନ ବିଧାୟକ ଏବେ ବି ସରକାରୀ କ୍ୱାର୍ଟରରେ ରହୁଛନ୍ତି । ଯାହାକୁ ନେଇ ଆଜି ବିଧାନସଭାରେ ଉଠିଛି ପ୍ରଶ୍ନ । ବାଲେଶ୍ୱର ବିଜେପି ବିଧାୟକ ମାନସ କୁମାର

ସଂସଦରେ ଆଦାନୀ ତାତି

ସଂସଦର ଶୀତ ଅଧିବେଶନକୁ ଗରମ ରଖିଛି ଆଦାନୀ ପ୍ରସଙ୍ଗ । ପ୍ରଥମ ସପ୍ତାହ ପରି ଦ୍ବିତୀୟ ସପ୍ତାହରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ସୋମବାର ଗୃହ କାର୍ୟ୍ୟ ଆରମ୍ଭ ପୂର୍ବରୁ ହିଁ ବିରୋଧୀ ସାଂସଦ ପରିସରରେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଛନ୍ତି । ମୁହଁରେ ମୋଦୀ-ଆଦାନୀ ମୁଖା ପିନ୍ଧି

୩ ବର୍ଷରେ ଜେଲରେ ଗଲାଣି ୧୭୮ ଜୀବନ: ମୁଖ୍ୟମନ୍ତ୍ରୀ

ତିନି ବର୍ଷରେ ଜେଲ ଭିତରେ ଯାଇଛି ୧୭୮ ଜଣଙ୍କ ଜୀବନ। ପ୍ରତ୍ୟେକ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ବାରା କରାଯାଇଅଛି ତଦନ୍ତ। ବିଧାନସଭା ଗୃହରେ ଲିଖତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଥିବା ଜେଲମାନଙ୍କରେ ବଡୁଛି କଏଦୀଙ୍କ ମୃତ୍ୟୁସଂଖ୍ୟା। ରାଜ୍ୟରେ ଥିବା ୮୫ଟି

୧୪ବର୍ଷ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ରାୟ

ବ୍ରହ୍ମପୁର ସହରରେ ଘଟିଥିବା ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାର ଦୀର୍ଘ ୧୪ ବର୍ଷର ବିଚାରଣା ପରେ ସୋମବାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ଓ ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଆଧାରରେ ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ

ବିଧାନସଭାରେ ଦୁଇ କଂଗ୍ରେସ ବିଧାୟକ କଥା କଟାକଟି

ପଦାରେ ପଡିଲା କଂଗ୍ରେସ କନ୍ଦଳ। ପ୍ରଶ୍ନକାଳରେ ଦୁଇ ବରିଷ୍ଠ କଂଗ୍ରେସ ବିଧାୟକ କଥା କଟାକଟି। କଂଗ୍ରେସ ବିଧାୟକ ସିଏସ୍ ରାଜନ ଏକ୍କା ଏବଂ ଦାଶରଥୀ ଗମାଙ୍ଗଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତି ଦେଖି ତାରାପ୍ରସାଦ ବାହିନୀପତି ଏବଂ ପବିତ୍ର ସଉଁତା ହସ୍ତକ୍ଷେପ