Odia News Portal
Browsing Tag

swadhikar news

ପାରାଦୀପ ବନ୍ଦରରେ ଅଘଟଣ; କ୍ରେନରୁ ଭାଙ୍ଗିଗଲା ବୁମ୍ ଗ୍ରାଫ୍

ପାରାଦୀପ ବନ୍ଦର MPB ବର୍ଥରେ ଅଘଟଣ ଘଟିଛି। କ୍ରେନରୁ ଭାଙ୍ଗି ଜାହାଜ ଉପରେ ଖସି ପଡ଼ିଛି ଓଜନିଆ ବୁମ୍ ଗ୍ରାଫ୍। ଏଥିରେ କ୍ରେନ ଅପରେଟର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ବୋଥ୍ରା ସିପିଙ୍ଗ କମ୍ପାନୀର କ୍ରେନଟି ଏକ ବିଦେଶୀ

OPSC ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ

ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ। ଆଜି ଲୋକସେବା ଭବନ ସେ ଡଃ ସରିତା ସୁପକାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓପିଏସସି ଅଧ୍ୟକ୍ଷ ପଦରୁ ସତ୍ୟଜିତ୍ ମହାନ୍ତି ୨୦୨୩ ଅଗଷ୍ଟ ମାସରେ ଅବସର

ରାସ୍ତା ଉପରେ ପଡ଼ିଛି ଅର୍ଦ୍ଧଦଗ୍ଧ କଟାମୁଣ୍ଡ

ରାସ୍ତା ଉପରେ ପଡ଼ିଛି ଅର୍ଦ୍ଧଦଗ୍ଧ କଟାମୁଣ୍ଡ। ତେବ ଏହେ କଟାମୁଣ୍ଡଟି କାହାର ଜଣାପଡ଼ି ନାହିଁ। ବାଲେଶ୍ୱର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଅର୍ଦ୍ଧଦଗ୍ଧ କଟାମୁଣ୍ଡ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

ଭିଜିଲାନ୍ସ ଜାଲରେ ପଞ୍ଚାୟତରାଜ ବାବୁ

ଭିଜିଲାନ୍ସ ଜାଲରେ ପଞ୍ଚାୟତରାଜ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ୍ ସେକ୍ରେଟାରୀ ରମେଶ ଚରଣ ଜେନାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ରମେଶଙ୍କ ଭୁବନେଶ୍ୱର ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।

ପାର୍ବଣ ପାଇଁ ଟ୍ୱିନ ସିଟିରେ ଲାଗୁ ହେବ ଟ୍ରାଫିକ କଟକଣା

ପାର୍ବଣ ପାଇଁ ଟ୍ୱିନ ସିଟିରେ ଲାଗୁ ହେବ ଟ୍ରାଫିକ କଟକଣା। ଆସନ୍ତା କାଲିଠୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହେବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୁଲିସ। କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ସେହିପରି ଭୁବନେଶ୍ୱରରେ

ହରିୟାଣାରେ ବଦଳିଲା ଟ୍ରେଣ୍ଡ୍; ୫୦ ଆସନରେ ବିଜେପି ଆଗୁଆ

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି। କଂଗ୍ରେସର ଏକ ତରଫା ବିଜୟ ନେଇ ଆକଳନ କରାଯାଉ ଥିବାବେଳେ ବଦଳି ଯାଇଛି ଟ୍ରେଣ୍ଡ୍। କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି। ସକାଳ ୧୧ଟା ୧୫ ରିପୋର୍ଟ ଅନୁସାରେ, ରାଜ୍ୟର ୯୦ ବିଧାନସଭା ଆସନରୁ ବିଜେପି ୫୦ଟିରେ

ରାଜଭବନ ଆଗରେ ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ରାଜଭବନ ଆଗରେ ଗର୍ଜିଲା ଛାତ୍ର କଂଗ୍ରେସ । ପୁରୀ ରାଜଭବନରେ ସେ କଳା ରାତିର ଘଟଣାକୁ ନେଇ ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଗିରଫ ଦାବିରେ ଆଜି ରାଜଭବନ ଆଗରେ ପୁଣି ଯୁବ ଏବଂ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେବେ ରାଜ୍ୟ ପୁଅଙ୍କୁ ଗିରଫ କରାଯାଉଛି ସେନେଇ ପ୍ରଶ୍ନ କରିଛି

ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ

ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନକ୍ସଲ ଅପରେଶନ ତୀବ୍ର କରିବାକୁ ୧୨ କମ୍ପାନୀ ଫୋର୍ସ ମାଗିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଛତିଶଗଡ଼ରେ ନକ୍ସଲ ଅପରେଶନ ଜୋରଦାର କରାଯାଇଛି। ବିଶେଷକରି ନୂଆପଡ଼ା, କନ୍ଧମାଳ,

ମନ୍ତ୍ରୀଙ୍କ ପିଏସ, OSD ପାଇଁ ସ୍ବଚ୍ଛତା ନିୟମ ଜାରି, ଉଭୟ ପଦବୀ ପାଇଁ ଆସିଲା ଗାଇଡଲାଇନ

ମନ୍ତ୍ରୀଙ୍କ ପିଏସ, OSD ପାଇଁ ସ୍ବଚ୍ଛତା ନିୟମ ଜାରି କରିଛନ୍ତି ରାଜ୍ୟ ସରକାର । ପ୍ରାଇଭେଟ ସେକ୍ରେଟେରୀ କିମ୍ବା ଓଏସଡିଙ୍କ ବିରୋଧରେ ଭିଜିଲାନ୍ସ ମାମଲା ନଥିବ। ଉଭୟ ପଦବୀ ପାଇଁ ଅପରାଧିକ ମାମଲା ହୋଇନଥିବ ବୋଲି ନିୟମ ଜାରି ହୋଇଛି। CCR/ PAR 'ଭେରିଗୁଡ' 'ଆଉଟଷ୍ଟାଣ୍ଡିଂ' ଥିବ । ଗତ ୫

ବଦଳିବ ସରକାରୀ କୋଠା ର ରଙ୍ଗ

ରାଜ୍ୟରେ ସବୁ ନୂଆ ସରକାରୀ କୋଠାର ରଙ୍ଗ ଗୋଟିଏ ପ୍ରକାରର ହେବ। ସେହିପରି ପୁରୁଣା କୋଠାଗୁଡ଼ିକର ମରାମତି ବା ନବୀକରଣ ବେଳେ ରଙ୍ଗ ବଦଳିବ। ଆଜି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଇଆଇସି (ସିଭିଲ-କମ୍-ରୋଡ୍‌ସ), ଇଆଇସି (ଡିପିକ୍ୟୁ), ଓବି ଆଣ୍ଡ ସିସି ଏଲ୍‌ଟିଡି ଇଆଇସି ତଥା