Odia News Portal
Browsing Tag

swadhikar news

ଆରପାରିରେ ବିଶିଷ୍ଟ ତବଲା ବାଦକ ଜାକିର ହୁସେନ 

ଆଉ ନାହାଁନ୍ତି ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନ । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କିଛିଦିନ ତଳେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ନିଧନ

ବିଷ୍ଣୁପଦଙ୍କ ଘର ଆଗରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଆଜି ସିବିଆଇରେ ହାଜର ହୋଇପାରନ୍ତି ବରିଷ୍ଠ ଆଇଏଏସ ଅଦିକାରୀ ବିଷ୍ଣୁପଦ ସେଠୀ । ସିବିଆଇ ଅଫିସ ଆଗରେ କଡ଼ା ପହରା ଥିବାସହ, ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ବିଷ୍ଣୁପଦଙ୍କ ଘର ସମ୍ମୁଖରେ ମଧ୍ୟ ପୋଲିସ ଛାଉଣୀ ଦେଖିବାକୁ ମିଳିଛି । ଏହି

‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଖବର

‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଖବର। ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଦେଇ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଚତୁର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ

ରାସ୍ତା ମଝିରେ ଅଟୋ ଚାଳକଙ୍କ ଗଳା କାଟିଦେଲେ

ରାସ୍ତା ମଝିରେ ଅଟୋ ଚାଳକଙ୍କ ଗଳା କାଟିଦେଲେ। ଆଜି ଅପରାହ୍ନରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ପୁଲିସ୍‌ ହତ୍ୟାକାରୀଙ୍କ ପାଖରେ ପହଞ୍ଚି ପାରି

ଖୁବ୍‌ଶୀଘ୍ର ଆସିବ ନୂଆ ରାଜସ୍ବ ଆଇନ: ମନ୍ତ୍ରୀ

ଓଡ଼ିଶାର ରାଜସ୍ବ ବିଭାଗରେ ବ୍ୟାପକ ସଂସ୍କାର ଅଣାଯିବ। ରାଜ୍ୟରେ ନୂଆ ରାଜସ୍ବ ଆଇନ୍ ଆସିବ। ଆଇନରେ ଥିବା ‘ରିଲିଫ୍‌’ ଶବ୍ଦ ବ୍ୟବହାର କରାଯିବ ନାହିଁ। ‘ରିଲିଫ୍’ ଶବ୍ଦ ଦୟାଭାବ ସୂଚାଉଛି। ତେଣୁ ତାହା ପରିବର୍ତ୍ତେ ବିପର୍ଯ୍ୟୟ ଅଧିକାର ଆଇନରେ ପରିବର୍ତ୍ତିତ ହେବ ବୋଲି ଆଜି ସମ୍ବଲପୁରଠାରେ

ପ୍ରେମ ନିବେଦନ କରିବାକୁ ଯାଇ ହୋଟେଲ ଛାତରୁ ଡେଇଁପଡିଲେ ଯୁବକ

ଏକ ତରଫା ପ୍ରେମର କରୁଣ ପରିଣତି । ମହିଳାଙ୍କ ପାଇଁ ଜୀବନ ହାରିଲେ ଯୁବକ। ମହିଳାଙ୍କ ସହ ପାଟିତୁଣ୍ଡ ପରେ ଭୁବନେଶ୍ବର ସାମପୁର ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲ ଛାତରୁ ଡେଇଁ ପଡ଼ିଥିବା ଜଣାପଡିଛି।  କିଛିଦିନ ତଳେ ଏକ ଡ୍ୟାନ୍ସ ପ୍ରୋଗ୍ରାମ ପାଇଁ ବିହାର ଯାଇଥିଲେ ଏହି ଗ୍ରୁପ। ୩ ମହିଳାଙ୍କୁ ନେଇ

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାଂସଦ-ବିଧାୟକ କଥା କଟାକଟି

ମଞ୍ଚ ଉପରେ ବିଧାୟକ-ସାଂସଦ ମୁହାଁମୁହିଁ। ତାହା ପୁଣି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ। ତେବେ ସ୍ଥିତିକୁ ସମ୍ଭାଳି ନେଇଥିଲେ ମୁଖ୍ୟମନ୍ତ୍ରୀ। ନିଜେ ବୁଝାଇ ଥିଲେ। ଗତକାଲି କୋରାପୁଟର ଲୋକ ମହୋତ୍ସବ ‘ପରବ’ର ଉଦ୍‌ଘାଟନୀ ସଭା ମଞ୍ଚରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। ‘ପରବ’କୁ

ମଞ୍ଚାରେ ଶୋଇଥିଲେ, ମାରି ଦେଲା ଦନ୍ତା

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପର୍ବତର ଲାଖପଦର ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ସାଲୁପୁ କୁତ୍ରୁକା। ସେ ଗତକାଲି ରାତିରେ ଗାଁ ନିକଟସ୍ଥ ପାହାଡ଼ ଉପରେ ଅମଳ ହୋଇଥିବା ଫସଲ ଜଗିବା ପାଇଁ ମଞ୍ଚା ଉପରେ

ମାଲ୍ୟବନ୍ତ ମଞ୍ଚରୁ ପୂର୍ବ ସରକାରଙ୍କୁ ଟାର୍ଗେଟ; ୪ ହଜାର କୋଟିର ପୁଂଜିନିବେଶ ସହ ସ୍ଥାନୀୟ ଯୁବକ ଯୁବତୀଙ୍କୁ ମିଳିବ…

ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଂଚଳ କୁ ସ୍ୱାଭିମାନ ଅଂଚଳ ଘୋଷଣା କଲେ ପୁର୍ବ ସରକାର । ତେବେ ସ୍ୱାଭିମାନ ଅଂଚଳ ନୁହଁ ବରଂ ତାହା ଏବେ ଅଭିମାନ ଅଂଚଳ ହୋଇ ରହିଯାଇଛି । ଡବଲ ଇଂଜିନ ସରକାର ଏହାକୁ ବିକାଶ ଅଂଚଳରେ ପରିଣତ କରିବେ ବୋଲି ମାଲ୍ୟବନ୍ତ ମଞ୍ଚରୁ ପ୍ରତିଶୃତି ଦେଇ ପୁର୍ବ ବିଜେଡି

ଲାଞ୍ଚ କାରବାର ମାମଲାରେ IAS ଅଫିସର ବିଷ୍ଣୁପଦ ସେଠୀଙ୍କୁ CBI ସମନ୍

ଭୁବନେଶ୍ବରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ IAS ବିଷ୍ଣୁପଦ ସେଠୀଙ୍କୁ CBIର ସମନ୍। ଯାହାର ଚିଠି ଲାଗିଛି ଓଟିଭି ହାତରେ। ଗତ ୧୦ ତାରିଖରେ ସିବିଆଇର ନୂଆଦିଲ୍ଲୀ ଅଫିସରୁ ଏହି ସମନ୍ ହୋଇଛି। ତଦନ୍ତରେ ସହଯୋଗ ପାଇଁ କୁହାଯିବା ସହ ୧୧ ତାରିଖ ସକାଳ ୧୦ଟାରେ ଭୁବନେଶ୍ବର ସିବିଆଇ