ଭରତପୁରରେ ପୋଲିସକୁ ଆକ୍ରମଣ ଘଟଣା, ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ
ଭରତପୁରରେ ପୋଲିସକୁ ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଗତ ରବିବାର ଦୁଇ ଭାଇଙ୍କ ଗଣ୍ଡଗୋଳ ଘଟଣାରେ ପହଞ୍ଚିଥିବା ଭରତ ପୋଲିସ ଆକ୍ରମଣର ଶିକାର ହୋଇଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।
ଭୁବନେଶ୍ବର!-->!-->!-->…