Odia News Portal
Browsing Tag

swadhikar news

ୱାକଫ୍‌ ବିଲ୍‌ ପ୍ରସଙ୍ଗ : ନବୀନଙ୍କୁ ଭେଟିବେ ମୁନା

ୱାକଫ୍ ବିଲକୁ ସମର୍ଥନ ବିବାଦ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ସାଂସଦ ମୁନା ଖାଁ । ମୁନାଙ୍କ ସହ ସାମିଲ୍ ହେବେ ଇସଲାମ ସମ୍ପ୍ରଦାୟର ନେତା । କାହିଁକି ନିଷ୍ପତ୍ତି ବିରୋଧରେ ଗଲେ ସେନେଇ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ୱାକଫ୍‌ ବିଲ୍‌କୁ ନେଇ ସରଗରମ ହେଲାଣି ରାଜ୍ୟ

ଆତଙ୍କବାଦୀଙ୍କ ସମୂଳେ ବିନାଶ ପାଇଁ ଶାହଙ୍କ ରଣନୀତି

ନକ୍ସଲଙ୍କ ପରି ଆତଙ୍କବାଦୀଙ୍କ ସମୂଳେ ବିନାଶ ପାଇଁ ଶାହଙ୍କ ରଣନୀତି । ଛତିଶଗଡ଼ରେ ଶେଷ ନିଶ୍ବାସ ନେଉଥିବା ନକ୍ସଲଙ୍କୁ ଚେତାବନୀ ଶୁଣାଇବା ପରେ ୩ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଶାହ । ସୁରକ୍ଷା ବ୍ୟବସ୍ଥା ସହ ଜମ୍ମୁ କାଶ୍ମୀରର ବିକାଶ କାର୍ଯ୍ୟର ସମୀକ୍ଷା କରିବେ କେନ୍ଦ୍ର ଗୃହମନ୍ତ୍ରୀ ।

ଖଣି ମାଫିଆଙ୍କ ବିରୋଧରେ ହେଉ କଡା ଆକ୍ସନ,ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କୁସୁମ ଟେଟେ

ବର୍ଷ ବର୍ଷ ଧରି ସୁନ୍ଦରଗଡରେ ଚାଲିଛି କଳା ହୀରାର କଳା କାରବାର । ଦିନରାତି ବେଧଡକ କୋଇଲା ବୋହି ନେଉଛନ୍ତି ମାଫିଆ । ଏଥିରେ କିଛି ସରକାରୀ ବାବୁଙ୍କ ହାତ ଥିବା ନେଇ ଆସିଛି ସଂଗୀନ ଅଭିଯୋଗ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ମାଫିଆଙ୍କ ବିରୋଧରେ କଡା ଆକ୍ସନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ

ଆଜି ଶଙ୍ଖ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଆସନ୍ତା ସପ୍ତାହରେ ଓଡ଼ିଆ ନବ ବର୍ଷ ପାଳନ ହେବ । ତେବେ ଏହା ପୂର୍ବରୁ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ସରିବାକୁ ଯାଉଛି । ନୂଆ ରାଜ୍ୟ କମିଟି ସହ ଜିଲ୍ଲାରେ ବି ଦାୟିତ୍ୱ ନେବେ ବିଜେଡି ନେତା । ନିର୍ବାଚନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏ ନେଇ ଆଜି ଅପରାହ୍ନ ୪ଟା ୩୦ରେ

ମିଶନ ଶକ୍ତିକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ : ବଦଳିବ ମିଶନ ଶକ୍ତି ଢାଞ୍ଚା

ପ୍ରତି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡିବାକୁ କେନ୍ଦ୍ର ସରକାର କହିଥିଲେ । ହେଲେ ପୂର୍ବ ସରକାରରେ ବହୁତ ବଂଚିତ ରହିଛନ୍ତି ପରିବାର । କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ମହିଳାଙ୍କୁ ବାହାର କରି ଦେଇଥିଲେ । ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପ୍ରୟାସ କରି ସବୁ ଘରକୁ

ଏପ୍ରିଲ ୨୨ ଓ ୨୩ ତାରିଖରେ ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ଏପ୍ରିଲ ୨୨ ଓ ୨୩ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ । ସୁଭଦ୍ରା ଯୋଜନାରୁ ବାଦ ପଡ଼ିଛନ୍ତି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା ।  ସୁଭଦ୍ରା ଯୋଜନାରେ ୧ କୋଟି

ସ୍ତ୍ରୀ ର ଅତ୍ୟାଚାର ପାଇଁ ଟ୍ରେନ ଆଗକୁ ଡେଇଁଲେ ଯୁବକ

ସ୍ତ୍ରୀ ର ଅତ୍ୟାଚାର ସହିନପାରି ଜଣେ ଯୁବକ ଙ୍କ ଆତ୍ମହତ୍ୟା କରିଛନ୍ତି lସେ ଆତ୍ମହତ୍ୟା କରିବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ କରି ସ୍ତ୍ରୀ ର ଅତ୍ୟାଚାର ଯୋଗୁ ସେ ଆତ୍ମହତ୍ୟା କରିବା କୁ ବାଧ୍ୟ ହେଉଛି ବୋଲି ଭିଡଓ ଭାଇରଲ କରିବା ରର ଏହି ଘଟଣା ନେଇ ପୋଲିସ ବିଭାଗ ପକ୍ଷ ରୁ

11 ରେ ମିଳିବ ଆୟୁଷ୍ମାନ କାର୍ଡ

ଆସନ୍ତା 11 ତାରିଖ ଦିନ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟ ଆରମ୍ଭ କରିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେପି ନଡ୍ଡା କଟକ ଠାରେ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବେ l କଟକ ବାଲିଯାତ୍ରା ପଡିଆ ରେ ଏଥିପାଇଁ ଏକ ଭବ୍ୟ ସମାରୋହ ର ଆୟୋଜନ

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ଘୋଷଣା; ସମସ୍ତଙ୍କୁ ମିଳିବ ‘ଆୟୁଷ୍ମାନ’ କାର୍ଡ

ଆୟୁଷ୍ମାନ ଭାରତ କାର୍ଡ ନେଇ ବଡ଼ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏଣିକି ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ଆୟୁଷ୍ମାନ ଭାରତ କାର୍ଡ । ପୂର୍ବରୁ ପରିବାର ପିଛା ଗୋଟିଏ କାର୍ଡ ମିଳୁଥିଲା ଏବେ ପରିବାରର ସମସ୍ତଙ୍କୁ ଏହି କାର୍ଡ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ।

ୱାକଫ୍‌କୁ ନେଇ ସସ୍ମିତଙ୍କୁ ବଦ୍ରିଙ୍କ ଟାର୍ଗେଟ

ୱାକଫ୍ ବିଲକୁ ନେଇ ରାଜ୍ୟସଭାରେ ବିଜେଡି ଦୁଇ ଭାଗ ହେବା ପରେ ବିଜେଡି ବରିଷ୍ଠ ବିଧାୟକ ବଦ୍ରି ପାତ୍ର ବଡ଼ ବୟାନ ଦେଇଛନ୍ତି । ସସ୍ମିତ ପାତ୍ର ଏତେ ବଡ଼ ସାହସ କଲେ କେମିତି ? ଦଳ ସମଦୂରତା ନୀତି ରଖି ଚାଲୁଥିଲା । କିନ୍ତୁ ଏହି ନିଷ୍ପତ୍ତି ଅନୁରୂପ ହେଲାନି । କିଏ ଗୋଟେ ଖେଳ କଲା । କେଉଁଠି