ବିଜେଡିରେ ବଡ଼ ହଲଚଲ : ନବୀନ ନିବାସରେ ପହଞ୍ଚିଲେ ଦୁଇ ବରିଷ୍ଠ ନେତା
ବିଜେଡିରେ ବଡ଼ ହଲଚଲ । ନବୀନ ନିବାସ ପହଞ୍ଚୁଛନ୍ତି ବଡ଼ ନେତା । ଦଳରେ ବିବାଦ ଭିତରେ ପ୍ରସନ୍ନ ଆଚାର୍ଯ୍ୟ ଓ ଅନଙ୍ଗ ଉଦୟ ସିଂଦେଓ ନବୀନ ନିବାସରେ ପହଞ୍ଚିଛନ୍ତି । କଳିକେଶ ସିଂଦେଓ ମଧ୍ୟ କିଛି ସମୟ ତଳେ ନବୀନଙ୍କୁ ଭେଟିବାକୁ ପହଞ୍ଚିଛନ୍ତି । ଦଳର ସ୍ଥିତି ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି!-->…